ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଖ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଖ   ବିଶେଷ୍ୟ

ଅର୍ଥ : ଅନୁକୁଳ ଓ ପ୍ରିୟ ଅନୁଭବ ଯାହାକୁ ସବୁବେଳେ ମଣିଷ କାମନା କରେ

ଉଦାହରଣ : ତୃଷ୍ଣାକୁ ତ୍ୟାଗ କରିଦେଲେ କେବଳ ସୁଖ ହିଁ ସୁଖ

ସମକକ୍ଷ : ଆରାମ, ଖୁସି

वह अनुकूल और प्रिय अनुभव जिसके सदा होते रहने की कामना हो।

तृष्णा का त्याग कर दो तो सुख ही सुख है।
अराम, आराम, आसाइश, इशरत, क्षेम, ख़ुशहाली, खुशहाली, खुशाल, चैन, त्रिदिव, राहत, सुख

A feeling of extreme pleasure or satisfaction.

His delight to see her was obvious to all.
delectation, delight

ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ

ଉଦାହରଣ : ସୁଖର ପ୍ରତ୍ୟେକ ଚରଣରେ ଆଠ ସଗଣ ଏବଂ ଦୁଇ ଲଘୁ ଥାଏ

एक वर्णवृत्त।

सुख के प्रत्येक चरण में आठ सगण एवं दो लघु होते हैं।
सुख

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : ସୁଖୀ ଓ ସୁସ୍ଥ ରହିବାର ଅବସ୍ଥା

ଉଦାହରଣ : ଘରେ ସମସ୍ତେ କୁଶଳରେ ଅଛନ୍ତି

ସମକକ୍ଷ : ଆନନ୍ଦ, କୁଶଳ, ମଙ୍ଗଳ

The condition of prospering. Having good fortune.

prosperity, successfulness

ଅର୍ଥ : ତୃପ୍ତ ବା ସନ୍ତୁଷ୍ଟ କରିବାର ପ୍ରକ୍ରିୟା ବା ଭାବ

ଉଦାହରଣ : ଭୌତିକ ପଦାର୍ଥଦ୍ୱାରା ଇନ୍ଦ୍ରିୟ ତୃପ୍ତି କ୍ଷଣିକ ହୋଇଥାଏ

ସମକକ୍ଷ : ତୁଷ୍ଟି, ତୃପ୍ତି

तृप्त या संतुष्ट करने की क्रिया या भाव।

भौतिक पदार्थों से इंद्रियों का तोषण क्षणिक होता है।
आतर्पण, तोषण

Act of fulfilling a desire or need or appetite.

The satisfaction of their demand for better services.
satisfaction