ଅର୍ଥ : କୌଣସି କାମ ଓ ରୋଗଆଦିର ସମାପ୍ତି ପରେ ହେଉଥିବା ସୁଖଦ ଅନୁଭବ
ଉଦାହରଣ :
ଔଷଧ ଖାଇଲାପରେ ହିଁ ମୋର ମୁଣ୍ଡ ବ୍ୟଥାରୁ ଉପଶମ ମିଳିଲା
ସମକକ୍ଷ : ଉପଶମ
ଅର୍ଥ : ବୋଝ,ଭାର,ଉତ୍ତରଦାୟିତ୍ବ ଆଦିରୁ ମୁକୁଳିବା ପରେ ହେଉଥିବା ସହଜବୋଧସହଜଭାବ
ଉଦାହରଣ :
ବିବାହ ସାରିବାପରେ ସେ ଆରାମରେ ନିଶ୍ବାସ ନେଲେ
ଅର୍ଥ : କୌଣସି କାର୍ଯ୍ୟ କରିବା ସମୟରେ କିଛି କାଳ ଅଟକି ଯାଇ ଶରୀରକୁ ଆରାମ ଦେବାର କ୍ରିୟା
ଉଦାହରଣ :
ଥକିଯିବାପରେ ବିଶ୍ରାମ ଆବଶ୍ୟକ
ସମକକ୍ଷ : ବିଶ୍ରାମ