ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆନନ୍ଦିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆନନ୍ଦିତ   ବିଶେଷଣ

ଅର୍ଥ : ହର୍ଷ, ପ୍ରେମଆଦିର ଉତ୍ତେଜନାରେ ପୂର୍ଣ୍ଣ

ଉଦାହରଣ : ଭିକାରୀ ଆଶାତୀତ ଧନ ପାଇକରି ଆନନ୍ଦିତ ହୋଇଗଲା

ସମକକ୍ଷ : ଉଲ୍ଲେସିତ, ଗଦଗଦ, ପ୍ରଫୁଲ୍ଲିତ

हर्ष, प्रेम आदि के आवेश से पूर्ण।

घर में अभाव के बावजूद गदगद वातावरण था।
गदगद, गद्गद

Feeling great rapture or delight.

ecstatic, enraptured, rapt, rapturous, rhapsodic

ଅର୍ଥ : ଯାହାର ମନୋରଞ୍ଜନ ହୋଇଛି

ଉଦାହରଣ : ଶିଶୁ କଳାକାରମାନଙ୍କଦ୍ୱାରା ପ୍ରଦର୍ଶିତ ନାଟକରେ ଦର୍ଶକ ଆନନ୍ଦିତ ହେଲେ

ସମକକ୍ଷ : ଆନଂଦିତ, ଆଲ୍ଲାଦିତ, ବିନୋଦିତ

जिसका मनोरंजन हुआ हो।

बाल कलाकारों द्वारा दिखाये गये नाटक से दर्शक मनोरंजित हुए।
आनंदित, प्रह्लादित, मनोरंजित, विनोदित

Pleasantly occupied.

We are not amused.
amused, diverted, entertained

ଅର୍ଥ : ଯିଏ ପ୍ରସନ୍ନ ହୋଇଛି

ଉଦାହରଣ : ପଦୋନ୍ନତିର ଖବର ଶୁଣାଇବା ନିମନ୍ତେ ମନୋଜ ପ୍ରସନ୍ନ ମନରେ ଘରେ ପହଁଚିଲା ଚିଡ଼ିଆଖାନା ଭ୍ରମଣ ପରେ ପିଲାମାନେ ଖୁସି ହେଲେ

ସମକକ୍ଷ : ଆମୋଦିତ, ଆହ୍ଲାଦିତ, ଉଲ୍ଲସିତ, ଖୁସି, ପୁଲକିତ, ପ୍ରଫୁଲ୍ଲ, ପ୍ରଫୁଲ୍ଲିତ, ପ୍ରମୋଦିତ, ପ୍ରସନ୍ନ, ବିନୋଦିତ, ହର୍ଷିତ

Full of high-spirited delight.

A joyful heart.
elated, gleeful, joyful, jubilant

ଅର୍ଥ : ବହୁତ ଅଧିକ ପ୍ରସନ୍ନ

ଉଦାହରଣ : ମା ନିଜର ହଜିଥିବା ପୁଅକୁ ପାଇ ଆନନ୍ଦିତ ହୋଇଗଲେ

ସମକକ୍ଷ : ଉଲ୍ଲସିତ, ଗଦଗଦ, ପ୍ରଫୁଲ୍ଲିତ

बहुत अधिक प्रसन्न।

बेटे के आगमन से गदगद माँ की आँखों में आँसू भरे थे।
गदगद, गद्गद

Greatly pleased.

delighted