ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପଭ୍ରଂଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପଭ୍ରଂଶ   ବିଶେଷ୍ୟ

ଅର୍ଥ : ଖ୍ରୀଷ୍ଟପୂର୍ବ ପ୍ରାୟ ଚାରିଶହ ବର୍ଷ ପୂର୍ବେ ପ୍ରଚଳିତ ଥିବା ଏକ ପ୍ରାଚୀନ ଭାଷା

ଉଦାହରଣ : ସଂସ୍କୃତରୁ ଅପଭ୍ରଂଶର ଭାଷା ଉତ୍ପତ୍ତି ହୋଇଥିଲା

ସମକକ୍ଷ : ଅପଭ୍ରଂଶ ଭାଷା

एक प्राचीन भाषा जो चार सौ ईसा पूर्व के लगभग अस्तित्व में थी।

अपभ्रंश की उत्पत्ति संस्कृत से हुई।
अपभ्रंश, अपभ्रंश भाषा

ଅର୍ଥ : ବିଗଡ଼ା ହୋଇଥିବା ଶବ୍ଦ

ଉଦାହରଣ : ନାକ, ଆଖି, କାନ ଆଦି ଅପଭ୍ରଂଶ

बिगड़ा हुआ शब्द।

नाक, आँख, कान आदि अपभ्रंश हैं।
अपभ्रंश

ଅପଭ୍ରଂଶ   ବିଶେଷଣ

ଅର୍ଥ : ବିକାରଯୋଗୁଁ ଉତ୍ପନ୍ନ ହୋଇଥିବା(ଶବ୍ଦ)

ଉଦାହରଣ : ଦିବାକର ଅପଭ୍ରଂଶ ଶବ୍ଦଗୁଡ଼ିକର ଏକ ତାଲିକା ତିଆରି କରୁଛି

ସମକକ୍ଷ : ଅପଭ୍ରଷ୍ଟ

विकार से बना हुआ (शब्द)।

दिवाकर अपभ्रंश शब्दों की एक सूची बना रहा है।
अपभ्रंश, अपभ्रंशित, अपभ्रष्ट

Having an intended meaning altered or misrepresented.

Many of the facts seemed twisted out of any semblance to reality.
A perverted translation of the poem.
distorted, misrepresented, perverted, twisted

ଅର୍ଥ : ଯେଉଁଥିରେ କୌଣସି ପ୍ରକାରର ବିକାର ହୋଇଯାଇଛି

ଉଦାହରଣ : ସେ ଖରାପ ଇଞ୍ଜିନ୍‌କୁ ଠିକ୍‌ କରୁଛି ଅପଭ୍ରଂଶ ଶୈଳୀର ପ୍ରୟୋଗ ଜୈନ ଏବଂ ହିନ୍ଦୁ ଦୁଇ ସମ୍ପ୍ରଦାୟର ଚିତ୍ରଗୁଡ଼ିକରେ ହୋଇଛି

ସମକକ୍ଷ : ଖରାପ, ବିକାରଗ୍ରସ୍ତ, ବିକୃତ

जिसमें किसी प्रकार का विकार हो गया हो।

कारीगर बिगड़ी मशीन को सुधार रहा है।
अपभ्रंश भाषा का स्थान प्राकृत तथा आधुनिक भाषा के बीच में है।
अपभ्रंश, अपभ्रंशित, अबतर, अयातयाम, बिगड़ा, विकारग्रस्त, विकारयुक्त, विकारी, विकृत, विद्रूप

Harmed or injured or spoiled.

I won't buy damaged goods.
The storm left a wake of badly damaged buildings.
damaged