ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଚା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଚା   ବିଶେଷ୍ୟ

ଅର୍ଥ : ପଚାଇବା କ୍ରିୟା

ଉଦାହରଣ : ଆଜିକାଲି ଔଷଧରେ ମଧ୍ୟ ଫଳଗୁଡିକୁ ପଚା ହୋଇଯାଉଛି

पकने की क्रिया।

आजकल दवा से भी फलों की पकाई हो जाती है।
पकाई

ଅର୍ଥ : ସଢ଼ିବା ପ୍ରକ୍ରିୟା ବା ଭାବ

ଉଦାହରଣ : ସଢ଼ା ପତ୍ରରୁ ଖତ ତିଆରି ହୁଏ

ସମକକ୍ଷ : ସଢ଼ା

सड़ने की क्रिया या भाव।

दाँतों को सड़न से बचाने के लिए खाने के बाद ब्रश करना चाहिए।
पाँस, पांशु, सड़न, सड़ना, सड़ान, सड़ाव

In a state of progressive putrefaction.

corruption, putrescence, putridness, rottenness

ପଚା   ବିଶେଷଣ

ଅର୍ଥ : ସଢ଼ି ଯାଇଥିବା(ଶସ୍ୟ)

ଉଦାହରଣ : କୃଷକଟି ପଚା ଗହମକୁ ଶୁଖାଉଛି

सड़ा हुआ (अनाज)।

किसान भकराँधे गेहूँ को सूखा रहा है।
भकराँधा

ଅର୍ଥ : ଯାହା ଅଧିକ ସମୟ ପଡ଼ିରହିବା କାରଣରୁ ଦୁର୍ଗନ୍ଧଯୁକ୍ତ ଓ ଆମ୍ବିଳା ହୋଇଯାଇଛି

ଉଦାହରଣ : ଭିକାରୀଟି ପଚା ଖାଦ୍ୟ ଖାଉଛି

ସମକକ୍ଷ : ବାସି

जो अधिक समय तक पड़ा रहने के कारण दुर्गंधयुक्त और कसैला हो गया हो।

भिखारी भकसा खाना खा रहा है।
बुसा हुआ, भकसा

ଅର୍ଥ : ଯାହା ଖରାପ ହୋଇଯାଇଛି

ଉଦାହରଣ : ସଢ଼ା ଜିନିଷକୁ ଅଳିଆଡବାରେ ପକାଇଦିଅ

ସମକକ୍ଷ : ଖରାପ, ସଢ଼ା

जो खराब हो गया हो।

सड़ी चीज़ को कूड़ेदान में डाल दो।
सड़ा, सड़ा गला, सड़ा हुआ, सड़ा-गला, सड़ियल