ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସଙ୍ଗତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସଙ୍ଗତ   ବିଶେଷଣ

ଅର୍ଥ : ଯାହା ସମ୍ମାନଜନକ ନୁହେଁ ବା ସାମାଜିକ ଚଳଣି ଅନୁସାରେ ସ୍ୱୀକୃତ ନୁହେଁ

ଉଦାହରଣ : ଆପଣଙ୍କ ଭଳି ବ୍ୟକ୍ତିଙ୍କର ଅଶୋଭନୀୟ ଭାଷା ପ୍ରୟୋଗ କରିବା ଅନୁଚିତ

ସମକକ୍ଷ : ଅଶୋଭନୀୟ, ଅସୁନ୍ଦର

जो सम्मानजनक या सामाजिक तौर पर स्वीकृत न हो।

आप जैसे व्यक्ति को अशोभनीय भाषा का प्रयोग नहीं करना चाहिए।
अशोभनीय

Not in keeping with accepted standards of what is right or proper in polite society.

Was buried with indecent haste.
Indecorous behavior.
Language unbecoming to a lady.
Unseemly to use profanity.
Moved to curb their untoward ribaldry.
indecent, indecorous, unbecoming, uncomely, unseemly, untoward

ଅର୍ଥ : ଯାହା ବାଜେକଥାରେ ପୂର୍ଣ୍ଣ

ଉଦାହରଣ : ବାଜେକଥା କୁହନାହିଁ

ସମକକ୍ଷ : ଅଗଡ଼ବଗଡ଼, ବକବାସ, ବାଜେକଥା, ୟାଡୁସେଆଡ଼ୁ

Having no intelligible meaning.

Nonsense syllables.
A nonsensical jumble of words.
nonsense, nonsensical

ଅର୍ଥ : ଯାହା ସଙ୍ଗତ ବା ଉଚ୍ଚିତ ନୁହେଁ

ଉଦାହରଣ : ସେମାନଙ୍କ ଅନୁଚ୍ଚିତ କଥା ନିଜନିଜ ମଧ୍ୟରେ କଳହର କାରଣ ହୋଇଗଲା

ସମକକ୍ଷ : ଅନୁଚ୍ଚିତ, ଅଯଥାର୍ଥ, ଖରାପ, ବେଠିକ

जो संगत या उचित न हो।

उसकी अनुचित बातें आपसी कलह का कारण बन गई।
अनुचित, अनुपयुक्त, अयथार्थ, अयथोचित, अयाथार्थिक, अलीन, अविहित, अवैध, असंगत, असमीचीन, गलत, ग़लत, नामुनासिब, बेजा, विसंगत

Not suitable or right or appropriate.

Slightly improper to dine alone with a married man.
Improper medication.
Improper attire for the golf course.
improper