ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୌଶଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୌଶଳ   ବିଶେଷ୍ୟ

ଅର୍ଥ : ଯେଉଁ କାମ ବା ଉପକ୍ରମରେ ବିପଦ ବା ସଙ୍କଟ ଥାଏ

ଉଦାହରଣ : ହତ୍ୟାକାରୀ ପାଖରେ ପହଞ୍ଚିବାପାଇଁ ସେ ଏକ ଜୁଆ ଖେଳିଲା

ସମକକ୍ଷ : ଚାଲ୍, ଜୁଆ

वह काम या उपक्रम जिसमें खतरा या जोखिम हो।

कातिल तक पहुँचने के लिए उसने एक जुआ खेला।
जुआ

A risky act or venture.

gamble

ଅର୍ଥ : ଲାକ୍ଷଣିକ ଅର୍ଥରେ ,କିଛି ଏପରି ଯୁକ୍ତି ଯେଉଁଥିନେଇ କୌଣସି ବାହାର ଲୋକ ପ୍ରାୟତଃ ଅସାବଧାନତାବଶତଃ ଧୋକା ଖାଏ

ଉଦାହରଣ : ତୁମରି ଫାନ୍ଦରେ କେହିବି ଫସିଯିବ

ସମକକ୍ଷ : ଚାଲ୍, ଜାଲ, ଫାନ୍ଦ, ଫାଶ

लाक्षणिक अर्थ में, कोई ऐसी युक्ति जिसके कारण कोई दूसरा व्यक्ति प्रायः असावधानी के कारण धोखा खाता हो।

तुम्हारे जाल में कोई भी फँस जाएगा।
जाल

ଅର୍ଥ : କୌଣସି କାମଆଦିରେ ପ୍ରବୀଣ ହେବାର ଭାବ

ଉଦାହରଣ : କ୍ରିକେଟରେ ସଚିନଙ୍କ ପ୍ରବୀଣତା ଜଗତବିଖ୍ୟାତ ଖେଳକୁଦରେ ନିପୁଣତା ନିମନ୍ତେ ଅଭ୍ୟାସ ଆବଶ୍ୟକ

ସମକକ୍ଷ : କୁଶଳତା, ଦକ୍ଷତା, ନିପୁଣତା, ପଟୁତା, ପ୍ରବୀଣତା

किसी काम आदि में प्रवीण होने की अवस्था, गुण या भाव।

क्रिकेट में सचिन की प्रवीणता जगजाहिर है।
खेल-कूद में निपुणता के लिए अभ्यास आवश्यक है।
उस्तादी, काबिलीयत, कार्यकुशलता, कुशलता, कौशल, दक्षता, निपुणता, नैपुण्य, पटुता, प्रवीणता, प्रावीण्य, महारत, युक्ति, विचक्षणता, सिद्धि, सुघड़ई, सुघड़ता, सुघड़पन, सुघड़ाई, सुघड़ापा, सुघरई, सुघरता, सुघरपन, सुघराई, स्किल

An ability that has been acquired by training.

accomplishment, acquirement, acquisition, attainment, skill

ଅର୍ଥ : ଗମ୍ଭୀର ଏବଂ ଗୁପ୍ତ ଉପାୟ ବା ଚାଲ୍

ଉଦାହରଣ : ତୁମ ଚାତୁରୀ ଏଠାରେ ଚଳିବନାହିଁ

ସମକକ୍ଷ : କରାମତି, ଚାତୁରୀ

गहरी और गुप्त युक्ति या चाल।

तुम्हारी तिकड़म यहाँ नहीं चलेगी।
तिकड़म