ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାଲ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାଲ୍   ବିଶେଷ୍ୟ

ଅର୍ଥ : ଯେଉଁ କାମ ବା ଉପକ୍ରମରେ ବିପଦ ବା ସଙ୍କଟ ଥାଏ

ଉଦାହରଣ : ହତ୍ୟାକାରୀ ପାଖରେ ପହଞ୍ଚିବାପାଇଁ ସେ ଏକ ଜୁଆ ଖେଳିଲା

ସମକକ୍ଷ : କୌଶଳ, ଜୁଆ

वह काम या उपक्रम जिसमें खतरा या जोखिम हो।

कातिल तक पहुँचने के लिए उसने एक जुआ खेला।
जुआ

A risky act or venture.

gamble

ଅର୍ଥ : ଲାକ୍ଷଣିକ ଅର୍ଥରେ ,କିଛି ଏପରି ଯୁକ୍ତି ଯେଉଁଥିନେଇ କୌଣସି ବାହାର ଲୋକ ପ୍ରାୟତଃ ଅସାବଧାନତାବଶତଃ ଧୋକା ଖାଏ

ଉଦାହରଣ : ତୁମରି ଫାନ୍ଦରେ କେହିବି ଫସିଯିବ

ସମକକ୍ଷ : କୌଶଳ, ଜାଲ, ଫାନ୍ଦ, ଫାଶ

लाक्षणिक अर्थ में, कोई ऐसी युक्ति जिसके कारण कोई दूसरा व्यक्ति प्रायः असावधानी के कारण धोखा खाता हो।

तुम्हारे जाल में कोई भी फँस जाएगा।
जाल