ଅର୍ଥ : ତାର ବା ସୂତାଆଦିରେ ତିଆରି ହୋଇଥିବା ସେହି ପରଦା ଯାହାର ବ୍ୟବହାର ମାଛ, ଚଢ଼େଇଆଦିଙ୍କୁ ଧରିବାରେ କରାଯାଏ
ଉଦାହରଣ :
ଶେଷରେ କପୋତଟି ଶିକାରୀ ଜାଲରେ ପଡ଼ିଗଲା
ସମକକ୍ଷ : ଜାଲ
ଅର୍ଥ : ଦଉଡ଼ିର ଗୋଟିଏ ମୁଣ୍ଡରେ ଖସିଯିବାଭଳି ପଡ଼ୁଥିବା ଗଣ୍ଠି
ଉଦାହରଣ :
ଫାଶରେ ବାନ୍ଧି ଗରାକୁ କୂଅକୁ ଝୁଲାଯାଏ
ସମକକ୍ଷ : ଫାନ୍ଦ
ଅର୍ଥ : ଫାଶରେ ପକାଯାଉଥିବା ବସ୍ତୁ
ଉଦାହରଣ :
ପାଣିବୁହାଳୀ ଗରାକୁ ଫାଶରେ ବାନ୍ଧି ପାଣି କାଢ଼ିବାକୁ ଲାଗିଲା
ସମକକ୍ଷ : ଫାନ୍ଦ
ଅର୍ଥ : ଯେଉଁ ଫାଶଭଳି ରସିକୁ ଫିଙ୍ଗି ପଶୁଙ୍କୁ ଅକ୍ତିଆର କରାଯାଏ
ଉଦାହରଣ :
ଶିକାରୀ ଫାଶ ଧରି ଜଙ୍ଗଲରେ ବୁଲୁଥିଲା