ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରବୀଣତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରବୀଣତା   ବିଶେଷ୍ୟ

ଅର୍ଥ : କୌଣସି କାମଆଦିରେ ପ୍ରବୀଣ ହେବାର ଭାବ

ଉଦାହରଣ : କ୍ରିକେଟରେ ସଚିନଙ୍କ ପ୍ରବୀଣତା ଜଗତବିଖ୍ୟାତ ଖେଳକୁଦରେ ନିପୁଣତା ନିମନ୍ତେ ଅଭ୍ୟାସ ଆବଶ୍ୟକ

ସମକକ୍ଷ : କୁଶଳତା, କୌଶଳ, ଦକ୍ଷତା, ନିପୁଣତା, ପଟୁତା

किसी काम आदि में प्रवीण होने की अवस्था, गुण या भाव।

क्रिकेट में सचिन की प्रवीणता जगजाहिर है।
खेल-कूद में निपुणता के लिए अभ्यास आवश्यक है।
उस्तादी, काबिलीयत, कार्यकुशलता, कुशलता, कौशल, दक्षता, निपुणता, नैपुण्य, पटुता, प्रवीणता, प्रावीण्य, महारत, युक्ति, विचक्षणता, सिद्धि, सुघड़ई, सुघड़ता, सुघड़पन, सुघड़ाई, सुघड़ापा, सुघरई, सुघरता, सुघरपन, सुघराई, स्किल

An ability that has been acquired by training.

accomplishment, acquirement, acquisition, attainment, skill