ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଶଳତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଶଳତା   ବିଶେଷ୍ୟ

ଅର୍ଥ : ଦକ୍ଷ ହେବାର ଅବସ୍ଥା, ଗୁଣ ବା ଭାବ

ଉଦାହରଣ : ଲକ୍ଷ୍ୟ ହାସଲ ନିମନ୍ତେ ନିପୁଣତା ଆବଶ୍ୟକ

ସମକକ୍ଷ : କର୍ମଣ୍ୟତା, ଦକ୍ଷତା, ନିପୁଣତା

कर्मण्य होने की अवस्था, गुण या भाव।

लक्ष्य पाने के लिए कर्मण्यता अत्यावश्यक है।
कर्मण्यता, कारगुज़ारी, कारगुजारी

Something that people do or cause to happen.

act, deed, human action, human activity

ଅର୍ଥ : କୁଶଳରେ ରହିବାର ଅବସ୍ଥା

ଉଦାହରଣ : ସମସ୍ତଙ୍କର କୁଶଳତା ଭଗବାନଙ୍କ ହାତରେ

कुशल होने की अवस्था या भाव।

सबकी कुशलता भगवान के हाथ में है।
वह कुशलता के साथ अपने घर पहुँच गया।
कुशलता

A contented state of being happy and healthy and prosperous.

The town was finally on the upbeat after our recent troubles.
eudaemonia, eudaimonia, upbeat, welfare, well-being, wellbeing

ଅର୍ଥ : କୌଣସି କାମଆଦିରେ ପ୍ରବୀଣ ହେବାର ଭାବ

ଉଦାହରଣ : କ୍ରିକେଟରେ ସଚିନଙ୍କ ପ୍ରବୀଣତା ଜଗତବିଖ୍ୟାତ ଖେଳକୁଦରେ ନିପୁଣତା ନିମନ୍ତେ ଅଭ୍ୟାସ ଆବଶ୍ୟକ

ସମକକ୍ଷ : କୌଶଳ, ଦକ୍ଷତା, ନିପୁଣତା, ପଟୁତା, ପ୍ରବୀଣତା

किसी काम आदि में प्रवीण होने की अवस्था, गुण या भाव।

क्रिकेट में सचिन की प्रवीणता जगजाहिर है।
खेल-कूद में निपुणता के लिए अभ्यास आवश्यक है।
उस्तादी, काबिलीयत, कार्यकुशलता, कुशलता, कौशल, दक्षता, निपुणता, नैपुण्य, पटुता, प्रवीणता, प्रावीण्य, महारत, युक्ति, विचक्षणता, सिद्धि, सुघड़ई, सुघड़ता, सुघड़पन, सुघड़ाई, सुघड़ापा, सुघरई, सुघरता, सुघरपन, सुघराई, स्किल

An ability that has been acquired by training.

accomplishment, acquirement, acquisition, attainment, skill