ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦକ୍ଷତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦକ୍ଷତା   ବିଶେଷ୍ୟ

ଅର୍ଥ : ନିର୍ମାଣ କରିବା ବା ସମ୍ଭାଳିବା ଆଣିବାର କ୍ରିୟା

ଉଦାହରଣ : ତାଙ୍କ ଦକ୍ଷତା ଯୋଗୁଁ ଏହି ଘର ଭାଙ୍ଗୁ ଭାଙ୍ଗୁ ବଞ୍ଚିଗଲା

ସମକକ୍ଷ : ଚତୁରତା, ନିପୁଣତା, ବିଜ୍ଞତା

काम बनाने या सँवारने की क्रिया।

उनकी कारसाज़ी से यह घर टूटते-टूटते बचा।
कारसाज़ी, कारसाजी

ଅର୍ଥ : ଦକ୍ଷ ହେବାର ଅବସ୍ଥା, ଗୁଣ ବା ଭାବ

ଉଦାହରଣ : ଲକ୍ଷ୍ୟ ହାସଲ ନିମନ୍ତେ ନିପୁଣତା ଆବଶ୍ୟକ

ସମକକ୍ଷ : କର୍ମଣ୍ୟତା, କୁଶଳତା, ନିପୁଣତା

कर्मण्य होने की अवस्था, गुण या भाव।

लक्ष्य पाने के लिए कर्मण्यता अत्यावश्यक है।
कर्मण्यता, कारगुज़ारी, कारगुजारी

Something that people do or cause to happen.

act, deed, human action, human activity

ଅର୍ଥ : କୃତି ରଚନା କରିବାର ଶୈଳୀ, କାର୍ଯ୍ୟ,ଗୁଣ ଆଦି

ଉଦାହରଣ : ମୋତେ ଅନେକ କୃତକର୍ମାଙ୍କ କୃତିତ୍ୱ ବିଷୟରେ ଜାଣିବାର ସୁଯୋଗ ମିଳିଲା‌

ସମକକ୍ଷ : କୃତିତ୍ୱ, ସଫଳତା

कृति रचने की शैली,कार्य,गुण आदि।

मुझे कई सारे कृतिकारों के कृतित्व को जानने-समझने का अवसर मिला।
कृतित्व

A way of expressing something (in language or art or music etc.) that is characteristic of a particular person or group of people or period.

All the reporters were expected to adopt the style of the newspaper.
expressive style, style

ଅର୍ଥ : ବହୁତ ଭଲ ଭାବରେ ସମ୍ପୂର୍ଣ୍ଣ କରାଯାଇଥିବା କୌଣସି କଠିନ ବା ବଡକାମ

ଉଦାହରଣ : ପିଲାଙ୍କୁ ସେମାନଙ୍କର ଦକ୍ଷତା ପାଇଁ ପୁରସ୍କାର ଦେବା ଉଚିତ

ସମକକ୍ଷ : ନିପୁଣତା, ପଟୁତା, ସାମର୍ଥ୍ୟ

बहुत अच्छी तरह से पूरा किया हुआ कोई कठिन या बड़ा काम।

बच्चों को उनकी कारगुज़ारियों के लिए इनाम देना चाहिए।
कारगुज़ारी, कारगुजारी

Something that people do or cause to happen.

act, deed, human action, human activity

ଅର୍ଥ : କୌଣସି କାମଆଦିରେ ପ୍ରବୀଣ ହେବାର ଭାବ

ଉଦାହରଣ : କ୍ରିକେଟରେ ସଚିନଙ୍କ ପ୍ରବୀଣତା ଜଗତବିଖ୍ୟାତ ଖେଳକୁଦରେ ନିପୁଣତା ନିମନ୍ତେ ଅଭ୍ୟାସ ଆବଶ୍ୟକ

ସମକକ୍ଷ : କୁଶଳତା, କୌଶଳ, ନିପୁଣତା, ପଟୁତା, ପ୍ରବୀଣତା

किसी काम आदि में प्रवीण होने की अवस्था, गुण या भाव।

क्रिकेट में सचिन की प्रवीणता जगजाहिर है।
खेल-कूद में निपुणता के लिए अभ्यास आवश्यक है।
उस्तादी, काबिलीयत, कार्यकुशलता, कुशलता, कौशल, दक्षता, निपुणता, नैपुण्य, पटुता, प्रवीणता, प्रावीण्य, महारत, युक्ति, विचक्षणता, सिद्धि, सुघड़ई, सुघड़ता, सुघड़पन, सुघड़ाई, सुघड़ापा, सुघरई, सुघरता, सुघरपन, सुघराई, स्किल

An ability that has been acquired by training.

accomplishment, acquirement, acquisition, attainment, skill