ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାତୁରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାତୁରୀ   ବିଶେଷ୍ୟ

ଅର୍ଥ : ବୁଦ୍ଧିମାନ ହେବାର ଅବସ୍ଥା ବା ଭାବ

ଉଦାହରଣ : ସେ ନିଜର ବୁଦ୍ଧିମତ୍ତା ବଳରେ ହିଁ ଏହି କାମରେ ସଫଳ ହେଲେ

ସମକକ୍ଷ : ଚତୁରତା, ଚାତୁର୍ଯ୍ୟ, ଚାଲାକି, ବୁଦ୍ଧିକୌଶଳ, ବୁଦ୍ଧିମତ୍ତା

Intelligence as manifested in being quick and witty.

brightness, cleverness, smartness

ଅର୍ଥ : ଚତୁର ହେବାର ଅବସ୍ଥା,ଗୁଣ ବା ଭାବ

ଉଦାହରଣ : ସେ ଚତୁରତା ସହ ଉତ୍ତର ଦେଲା

ସମକକ୍ଷ : ଚତୁର ପଣିଆ, ଚତୁରତା, ଚାତୁର୍ଯ୍ୟ, ଚାଲାକି

चतुर होने की अवस्था, गुण या भाव।

उसने चतुराई से उत्तर दिया।
चतुराई, चातुरी, चातुर्य, चातुर्य्य, चालाकी, जोग, योग, होशियारी

The intellectual ability to penetrate deeply into ideas.

astuteness, deepness, depth, profoundness, profundity

ଅର୍ଥ : ଛଇ ଦେଖାଇବା କାମ

ଉଦାହରଣ : ଚାତୁରୀ ବନ୍ଦ କରି ପଢ଼ିବାପାଇଁ ବସିଯାଅ

ସମକକ୍ଷ : ଚାଲାଖି

नखरा दिखाने का काम।

नखरेबाजी बंद करो और पढ़ने बैठ जाओ।
चोंचलेबाज़ी, चोंचलेबाजी, चोचलेबाज़ी, चोचलेबाजी, नखरेबाज़ी, नखरेबाजी, नख़रेबाज़ी

A deliberate pretense or exaggerated display.

affectation, affectedness, mannerism, pose

ଅର୍ଥ : ଗମ୍ଭୀର ଏବଂ ଗୁପ୍ତ ଉପାୟ ବା ଚାଲ୍

ଉଦାହରଣ : ତୁମ ଚାତୁରୀ ଏଠାରେ ଚଳିବନାହିଁ

ସମକକ୍ଷ : କରାମତି, କୌଶଳ

गहरी और गुप्त युक्ति या चाल।

तुम्हारी तिकड़म यहाँ नहीं चलेगी।
तिकड़म