ଅର୍ଥ : ରେଶମ ଲୁଗାରେ ଥରେ ମାତ୍ର ସିଲେଇ କରି ବୁଣା ଯାଉଥିବା ପ୍ରକ୍ରିୟା
ଉଦାହରଣ :
ସେ ଗୋଟିଏ ଫନ୍ଦା ସିଧା ଏବଂ ଅନ୍ୟ ଫନ୍ଦା ଓଲଟା ବୁଣି ଏହି ରୂପ ତିଆରି କରିଛି
ସମକକ୍ଷ : ଫନ୍ଦା
ଅର୍ଥ : କାହାରି ଧୋକାବାଜିରେ ପଡ଼ିବାର ପ୍ରକ୍ରିୟା
ଉଦାହରଣ :
ଠକ ପଣ୍ଡିତଙ୍କ ଫାନ୍ଦରେ ପଡ଼ି ସୋହନ ହଜାର ହଜାର ଟଙ୍କା ହରେଇଲା
ସମକକ୍ଷ : ଜାଲ
ଅର୍ଥ : ଦଉଡ଼ିର ଗୋଟିଏ ମୁଣ୍ଡରେ ଖସିଯିବାଭଳି ପଡ଼ୁଥିବା ଗଣ୍ଠି
ଉଦାହରଣ :
ଫାଶରେ ବାନ୍ଧି ଗରାକୁ କୂଅକୁ ଝୁଲାଯାଏ
ସମକକ୍ଷ : ଫାଶ
ଅର୍ଥ : ଫାଶରେ ପକାଯାଉଥିବା ବସ୍ତୁ
ଉଦାହରଣ :
ପାଣିବୁହାଳୀ ଗରାକୁ ଫାଶରେ ବାନ୍ଧି ପାଣି କାଢ଼ିବାକୁ ଲାଗିଲା
ସମକକ୍ଷ : ଫାଶ