ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗହନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗହନ   ବିଶେଷ୍ୟ

ଅର୍ଥ : ଗମ୍ଭୀର ହେବାର ଗୁଣ କିମ୍ବା ଭାବ

ଉଦାହରଣ : ସେ ସେହି ଘଟଣାର ଗଭୀରକୁ ଗଲା ସେ ଏହି କଥାର ଗଭୀରତା ବୁଝିପାରୁ ନାହିଁ ସେ ରାତିର ଗହନତାରେ ବୁଲୁଥିଲା

ସମକକ୍ଷ : ଗଭୀର, ଗମ୍ଭୀର

गहरा होने का गुण या भाव।

वह उस घटना की गहराई तक गया।
वह इस बात की गंभीरता को नहीं समझ पा रहा है।
वह रात की गहनता में घूम रहा था।
अनवगाहिता, गंभीरता, गहनता, गहराई, गहरापन, गहराव

The central and most intense or profound part.

In the deep of night.
In the deep of winter.
deep

ଗହନ   ବିଶେଷଣ

ଅର୍ଥ : ଅତି ସୂକ୍ଷ୍ମ

ଉଦାହରଣ : ଏହି ତଥ୍ୟ ବିଷୟରେ ଜାଣିବାପାଇଁ କଠିନ ଅଧ୍ୟୟନ ଆବଶ୍ୟକ

ସମକକ୍ଷ : କଠିନ

जिसमें सोच की गहराई हो।

इस तथ्य की जानकारी प्राप्त करने के लिए गहन अध्ययन आवश्यक है।
गहन

Marked by depth of thinking.

Deep thoughts.
A deep allegory.
deep

ଅର୍ଥ : ଯାହାର ଅବୟବ ବା ଅଂଶ ପାଖକୁପାଖ ବା ଖୁନ୍ଦାଖିନ୍ଦି ଥାଏ ବା ଯାହା ବହୁତ ଲାଗିଲାଗି ରହିଛି

ଉଦାହରଣ : ଶିକାର ଘଞ୍ଚବଣରେ ପଶିଗଲା ଏବଂ ଶିକାରୀ ଖାଲି ହାତରେ ଫେରିଲା

ସମକକ୍ଷ : ଘଞ୍ଚ, ନିବିଡ଼, ସଘନ

जिसके अवयव या अंश पास-पास या सटे हों या जो बहुत पास-पास हों।

शिकार सघन वन में प्रवेश कर गया और शिकारी खाली हाथ लौट आया।
अबिरल, अविरल, गझिन, गहन, गुंजान, घना, घनेरा, निविड़, निविरीस, बीझा, संघात, सघन, सङ्घात

ଅର୍ଥ : ଯାହା ସହଜ ନୁହେଁ

ଉଦାହରଣ : ଏହି କଠିନ ସମସ୍ୟାର ସମାଧାନ ଶୀଘ୍ର ଖୋଜିବା ଦରକାର

ସମକକ୍ଷ : ଅସହଜ, କଠିନ, ଦୁର୍ଦମ, ପ୍ରଚଣ୍ଡ, ବିଷମ