ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସମାନାନ୍ତର ବା ସିଧା ନୁହେଁ
ଉଦାହରଣ : ଏହି କାଗଜକୁ ତେରଛା କାଟ
ସମକକ୍ଷ : ତୀର୍ଯକ, ତେରଛା
तिरछे ढंग से।
In a diagonal manner.
ଅର୍ଥ : ଯାହା ମଝିରୁ ଏପାଖ ସେପାଖ ଝୁଙ୍କିଛି ବା ବୁଲିପଡ଼ିଛି
ଉଦାହରଣ : ଏହି ମନ୍ଦିରକୁ ଯିବାର ରାସ୍ତା ତେଢ଼ା
ସମକକ୍ଷ : କୁଞ୍ଚିତ, ତେଢ଼ା ମେଢ଼ା, ବଙ୍କା
जो बीच में इधर-उधर झुका या घूमा हो।
ଅର୍ଥ : ଯିଏ ସମାନାନ୍ତର ବା ସିଧା ନୁହେଁ
ଉଦାହରଣ : ଶୀଘ୍ର ସହର ପହଞ୍ଚିବାପାଇଁ ଆମକୁ ବଙ୍କା ରାସ୍ତାଦେଇ ଯିବାକୁ ପଡ଼ିବ ସେ ନିଜର ଉତ୍ତରପୁସ୍ତିକା ଉପରେ ବଙ୍କା ରେଖା ଟାଣୁଅଛି
ସମକକ୍ଷ : ତେରଛା, ବଙ୍କା
जो समानांतर या सीधा न हो।
ଅର୍ଥ : ଯାହା କୂଟତାରେ ଭରା ବା ଯାହା ବହୁତ କଠିନ
ଉଦାହରଣ : ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ
ସମକକ୍ଷ : କଠିନ, କୂଟ, କୂଟତାପୂର୍ଣ୍ଣ, ଗମ୍ଭୀର, ଗୁଢ଼, ଜଟିଳ
जो कूटता से भरा हुआ हो या बहुत ही कठिन हो।
Difficult to analyze or understand.
ସଂସ୍ଥାପନ କରନ୍ତୁ