ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୂଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୂଟ   ବିଶେଷ୍ୟ

ଅର୍ଥ : ଯେଉଁ ପଦରେ ଶ୍ଳିଷ୍ଟ ଶବ୍ଦମାନଙ୍କର ପ୍ରୟୋଗ ହୋଇଛି ଏବଂ ସେଥିପାଇଁ ଯାହାର ଅର୍ଥ ସବୁଲୋକ ଶୀଘ୍ର ବୁଝି ପାରିବେନାହିଁ

ଉଦାହରଣ : ସୁର ଦାସଙ୍କ ଭ୍ରମର ଗୀତ କୂଟ ପଦରେ ଭର୍ତ୍ତି ହୋଇଛି

ସମକକ୍ଷ : କୂଟ ପଦ

वह पद जिसमें श्लिष्ट शब्दों का प्रयोग हो और इसीलिए जिसका अर्थ जल्दी से सब लोगों की समझ में न आए।

सूर के भ्रमर गीत कूट से भरे हुए हैं।
कूट, कूट पद

ଅର୍ଥ : ଯେଉଁ ତନ୍ତ୍ର ସଂକ୍ଷିପ୍ତ ଓ ଗୁପ୍ତ ଖବର ପଠେଇବା କାମରେ ଆସିଥାଏ

ଉଦାହରଣ : ଏହି ସଂଦେଶ କୂଟରେ ଭର୍ତ୍ତି

ऐसा तंत्र जो संक्षिप्त और गुप्त संदेश भेजने के काम आता है।

यह संदेश कूट में है।
कूट

A coding system used for transmitting messages requiring brevity or secrecy.

code

କୂଟ   ବିଶେଷଣ

ଅର୍ଥ : ଯାହା କୂଟତାରେ ଭରା ବା ଯାହା ବହୁତ କଠିନ

ଉଦାହରଣ : ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ

ସମକକ୍ଷ : କଠିନ, କୂଟତାପୂର୍ଣ୍ଣ, ଗମ୍ଭୀର, ଗୁଢ଼, ଜଟିଳ, ତେଢ଼ା

जो कूटता से भरा हुआ हो या बहुत ही कठिन हो।

युधिष्ठिर ने यक्ष के कूट प्रश्नों का उत्तर देकर अपने भाइयों की जान बचाई।
अस्फुट, कठिन, कूट, कूटतापूर्ण, गंभीर, गूढ़, जटिल, टेढ़ा, पेचीदा, पेचीला, मुश्किल, वक्र

Difficult to analyze or understand.

A complicated problem.
Complicated Middle East politics.
He's more complex than he seems on the surface.
complex, complicated