ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୂକ୍ଷ୍ମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୂକ୍ଷ୍ମ   ବିଶେଷଣ

ଅର୍ଥ : ଯାହା ଶୀଘ୍ର ବୁଝି ହୁଏ ନାହିଁ

ଉଦାହରଣ : ଏହି କଠିନ ପ୍ରଶ୍ନର ଉତ୍ତର ପ୍ରଶ୍ନକର୍ତ୍ତା ହିଁ ଦେଇ ପାରିବେ

ସମକକ୍ଷ : କଠିନ, ଦୁରୂହ

जो जल्दी समझ में न आए।

इस कठिन प्रश्न का उत्तर प्रश्नकर्त्ता से ही पूछना उचित होगा।
अबोधगम्य, अवगाह, कठिन, गहन, दुरुह, दुशवार, दुश्वार, बारीक, बारीक़, सूक्ष्म

Difficult to analyze or understand.

A complicated problem.
Complicated Middle East politics.
He's more complex than he seems on the surface.
complex, complicated

ଅର୍ଥ : ଯେଉଁଥିରେ କଳାର ନିପୂଣତା ଏବଂ ସୂକ୍ଷ୍ମତା ପ୍ରକଟିତ ହୁଏ

ଉଦାହରଣ : ରେଶମ ସାର୍ଟ ଉପରେ ସୂକ୍ଷ୍ମ କାମ ହୋଇଛି

जिसमें कला की निपुणता और सूक्ष्मता प्रकट हो।

रेशमी कुरते पर बारीक़ कढ़ाई की गई है।
बारीक, बारीक़, महीन

Done with delicacy and skill.

A nice bit of craft.
A job requiring nice measurements with a micrometer.
A nice shot.
nice, skillful

ଅର୍ଥ : ବହୁତ ଛୋଟ, ପତଳା

ଉଦାହରଣ : ଆମିବା ପ୍ରୋଟୋଜୋଆ ସମୁଦାୟର ଏକ ସୂକ୍ଷ୍ମ ଜୀବ ଏହି ଦାନାର କଣ କ୍ଷୁଦ୍ର

ସମକକ୍ଷ : କ୍ଷୁଦ୍ର

बहुत छोटा, पतला।

अमीबा प्रोटोज़ोआ समुदाय का एक सूक्ष्म जीव है।
इस रवा के कण बारीक हैं।
अस्थूल, क्षुद्र, बारीक, बारीक़, लतीफ़, सूक्ष्म

ଅର୍ଥ : ଯାହାର ଗୋଲେଇ ବା ବ୍ୟାସ କମ୍

ଉଦାହରଣ : ଏହି ଲୁଗା ଅତି ପତଳା

ସମକକ୍ଷ : କ୍ଷୀଣ, ପତଳା, ଶୀର୍ଣ୍ଣ

जिसकी मोटाई या व्यास कम हो।

यह कपड़ा बहुत पतला है।
पतला, बारीक, बारीक़, महीन

Thin in thickness or diameter.

A fine film of oil.
Fine hairs.
Read the fine print.
fine