ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଥୁରିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଥୁରିଆ   ବିଶେଷ୍ୟ

ଅର୍ଥ : ପଥର ଭଙ୍ଗା କାମ କରୁଥିବା ଶ୍ରମିକ

ଉଦାହରଣ : କେତେଜଣ ପଥୁରିଆ ସଡ଼କ ଧାରରେ ପଥର ଭାଙ୍ଗୁଛନ୍ତି

ସମକକ୍ଷ : ପଥରଭଙ୍ଗାଲୋକ, ପଥରଭଙ୍ଗାଳି

वह मजदूर जो पत्थर तोड़ने का काम करता हो।

कुछ पत्थरफोड़े सड़क के किनारे पत्थर तोड़ रहे हैं।
पत्थरफोड़, पत्थरफोड़ा

Someone who breaks up stone.

stone breaker

ପଥୁରିଆ   ବିଶେଷଣ

ଅର୍ଥ : ଯେଉଁଥିରେ ପଥର ଅଛି

ଉଦାହରଣ : ମନ୍ଦିର ପର୍ଯ୍ୟନ୍ତ ଯିବାପାଇଁ ଏହା ହିଁ ଏକମାତ୍ର ପଥୁରିଆ ରାସ୍ତା ଏହା ଏକ ପଥୁରିଆ ଅଞ୍ଚଳ

ସମକକ୍ଷ : ପାଷାଣମୟ

जिसमें पत्थर हो।

मंदिर तक जाने का यह एकमात्र पथरीला रास्ता है।
अश्मर, पथरीला, पाषाणमय, पाषाणीय, शैलेय

Abounding in rocks or stones.

Rocky fields.
Stony ground.
Bouldery beaches.
bouldered, bouldery, rocky, stony

ଅର୍ଥ : ଚଟାଣର ବା ଚଟାଣ ସଂବନ୍ଧୀୟ

ଉଦାହରଣ : ପଥୁରିଆ ଜାଗାରେ ଖୋଦନ କରିବା କିଛି କଠିନ ହୁଏ

ସମକକ୍ଷ : କଠିନ, ଟାଣୁଆ

चट्टान का या चट्टान संबंधी।

चट्टानी क्षेत्र में खुदाई करना थोड़ा कठिन होता है।
चट्टानी

Abounding in rocks or stones.

Rocky fields.
Stony ground.
Bouldery beaches.
bouldered, bouldery, rocky, stony