ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଷମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଷମ   ବିଶେଷ୍ୟ

ଅର୍ଥ : ଚାରି ପାଦରେ ଅକ୍ଷର ସଂଖ୍ୟା ସମାନ ନଥିବା ଛନ୍ଦ

ଉଦାହରଣ : ଏହି କବିତାରେ ବିଷମ ଅଧିକ

ସମକକ୍ଷ : ବିଷମ ଛନ୍ଦ

वह छंद जिसके चारों चरणों में अक्षरों की संख्या समान न हो।

इस कविता में विषम अधिक हैं।
विषम, विषम छन्द

ଅର୍ଥ : ସଂଗୀତର ତାଳର ଗୋଟିଏ ଭେଦ

ଉଦାହରଣ : ସଂଗୀତକାର ବିଷମ ବଜାଉଛନ୍ତି

ସମକକ୍ଷ : ବିଷମ ତାଳ

संगीत में ताल का एक भेद।

संगीतकार विषम बजा रहा है।
विषम, विषम ताल

ଅର୍ଥ : ଚାରି ପ୍ରକାରର ଜଠରାଗ୍ନି ମଧ୍ୟରୁ ଗୋଟିଏ

ଉଦାହରଣ : ବୈଦ୍ୟଙ୍କ ଅନୁସାରେ ମୋର ପେଟରେ ବିଷମର ଅଧିକତା ରହିଛି

ସମକକ୍ଷ : ବିଷମ ଜଠରାଗ୍ନି

चार प्रकार की जठराग्नियों में से एक।

वैद्य के अनुसार मेरे पेट में विषम की अधिकता है।
विषम, विषम जठराग्नि

ଅର୍ଥ : ଦୁଇଟି ବିରୋଧୀ ବସ୍ତୁଙ୍କ ସମ୍ବନ୍ଧ ବା ଔଚିତ୍ୟର ଅଭାବ ବତାଯାଇଥିବା ଗୋଟିଏ ଅର୍ଥାଳଙ୍କାର

ଉଦାହରଣ : ଏହାଙ୍କ ରଚନାରେ ବିଷମ ବହୁଳତା ପରିଲକ୍ଷିତ

ସମକକ୍ଷ : ବିଷମ ଅଳଙ୍କାର

एक अर्थालंकार जिसमें दो विरोधी वस्तुओं के संबंध या औचित्य का अभाव बतलाया जाता है।

उनकी रचनाओं में विषम की बहुलता है।
विषम, विषम अलंकार

ବିଷମ   ବିଶେଷଣ

ଅର୍ଥ : ଯାହାକୁ ଦୁଇ ଭାଗରେ ବିଭକ୍ତ କଲେ ମଧ୍ୟ ତାହା ଭଲ ଭାବରେ ବିଭକ୍ତ ହୁଏ ନାହିଁ (ସଂଖ୍ୟା)

ଉଦାହରଣ : ତିନ,ପାଞ୍ଚ, ସାତ, ନଅ, ଏଗାର ଆଦି ବିଷମ ସଂଖ୍ୟାର ଉଦାହରଣ

ସମକକ୍ଷ : ଅଯୁଗ୍ମ

जो दो से भाग देने पर पूरी-पूरी न बँट सके (संख्या)।

तीन, पाँच, सात, नौ, ग्यारह आदि विषम संख्याएँ हैं।
विषम

Not divisible by two.

odd, uneven

ଅର୍ଥ : ଯାହା ସହଜ ନୁହେଁ

ଉଦାହରଣ : ଏହି କଠିନ ସମସ୍ୟାର ସମାଧାନ ଶୀଘ୍ର ଖୋଜିବା ଦରକାର

ସମକକ୍ଷ : ଅସହଜ, କଠିନ, ଗହନ, ଦୁର୍ଦମ, ପ୍ରଚଣ୍ଡ