ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସୁବିଧା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସୁବିଧା   ବିଶେଷ୍ୟ

ଅର୍ଥ : ହଇରାଣ କରୁଥିବା କଥାଆଦି

ଉଦାହରଣ : ଆପଣ ନିଜର ଅସୁବିଧା ଜଣାନ୍ତୁ, ତାର ସମାଧାନ କରିବାପାଇଁ ଚେଷ୍ଟା କରାଯିବ

ସମକକ୍ଷ : ଅସ୍ତବ୍ୟସ୍ତତା, ଉଦବିଗ୍ନତା, ହଇରାଣ

परेशान करने वाली बात आदि।

आप अपनी परेशानी बताएँ, उसका समाधान करने की कोशिश की जाएगी।
परेशानी

A situation or condition that is complex or confused.

Her coming was a serious complication.
complication

ଅର୍ଥ : କୌଣସି ବସ୍ତୁ ,ପରିସ୍ଥିତି ଆଦିକୁ ଧରିବା ବା ବ୍ୟବହାର କରିବାଯୋଗ୍ୟ କରାଇବା କ୍ରିୟା

ଉଦାହରଣ : ରାସ୍ତା ପାରି କରିବା ସମୟରେ ରାହୁଳ ଗାଡ଼ି ଅସୁବିଧା ପରିସ୍ଥିତିକୁ ଆସିଲା

ସମକକ୍ଷ : ସମସ୍ୟା

किसी वस्तु,परिस्थिति आदि की पकड़ या पहुँच में आने की क्रिया।

सड़क पार करते समय राहुल गाड़ी की चपेट में आ गया।
काल की चपेट से कोई नहीं बच सकता।
चपेट, चपेटा, मार

ଅର୍ଥ : ମୂଲ୍ୟହୀନ ଅସ୍ତବ୍ୟସ୍ତ

ଉଦାହରଣ : ମୁଁ ଏ କି ଅସୁବିଧାରେ ପଡ଼ିଲି?

ସମକକ୍ଷ : ଜଂଜାଳ, ଝଞ୍ଝଟ, ଝାମେଲା

An angry disturbance.

He didn't want to make a fuss.
They had labor trouble.
A spot of bother.
bother, fuss, hassle, trouble

ଅର୍ଥ : ଅଡ଼ୁଆ ହେବାର କ୍ରିୟା ବା ଭାବ

ଉଦାହରଣ : ଏହି କାର୍ଯ୍ୟ କରିବାରେ ଅନେକ ଅଡ଼ୁଆ ଆସିପାରେ

ସମକକ୍ଷ : ଅଡ଼ୁଆ, ଗୋଳମାଳ

उलझने की क्रिया या भाव।

इस कार्य को करने में अनेक उलझाव आ सकते हैं।
उलझाव, पेचीदगी

Trouble or confusion resulting from complexity.

perplexity

ଅର୍ଥ : ସେହି ସ୍ଥିତି ଯେଉଁଥିରେ କୌଣସି କାମ କରିବାପାଇଁ କିଛି ବିଘ୍ନ ବା ବାଧା ହୁଏ

ଉଦାହରଣ : ଏହି ପରିସ୍ଥିତିରେ କାମ କରିବା ମୋପାଇଁ କଠିନ ହେଉଛି

ସମକକ୍ଷ : କଠିନ, ମୁସ୍‌କିଲ

वह स्थिति जिसमें कोई काम करने में कुछ अड़चन या बाधा हो।

आपका जीवन कठिनाइयों से भरा है।
पाइपलाइन बिछने से अब किचन में रसोई गैस की चिकचिक खत्म हो जाएगी।
असुबिधा, असुविधा, कठिनाई, काँटा, कांटा, चिक-चिक, चिकचिक, दिक्कत, दिक्क़त, दुशवारी, दुश्वारी, परेशानी, मुश्किल, साँसत, सांसत

A condition or state of affairs almost beyond one's ability to deal with and requiring great effort to bear or overcome.

Grappling with financial difficulties.
difficulty