ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫଳିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫଳିବା   କ୍ରିୟାପଦ

ଅର୍ଥ : କୌଣସି ଚିହ୍ନ ଆଦି ଉଠିବା

ଉଦାହରଣ : ଅତ୍ୟଧିକ ଗରମ ଯୋଗୁଁ ସାରା ଶରୀରରେ ଘିମିରି ବାହାରି ପଡ଼ିଛି

ସମକକ୍ଷ : ଉଠିବା, ବାହାରିବା

किसी चिह्न आदि का उभरना।

अत्यधिक गर्मी के कारण सारे शरीर में घमौरियाँ उठ गई हैं।
उठना, निकल आना, निकलना

ଅର୍ଥ : ଦାନା ବା ଘାଆ ରୂପରେ ଶରୀରରେ ଉତ୍ପନ୍ନ ହେବା

ଉଦାହରଣ : ଗରମ ଦିନରେ ଶୁଭମ ଦେହରେ ଘିମିରି ଉଠେ

ସମକକ୍ଷ : ଉଠିବା, ବାହାରିବା

दाने या घाव के रूप में शरीर पर उत्पन्न होना।

गर्मी के दिनों में शुभम के शरीर पर दाने निकलते हैं।
निकलना, फलना, फूटना

Appear on the skin.

A rash erupted on her arms after she had touched the exotic plant.
erupt

ଅର୍ଥ : ଲାଭପ୍ରଦ ହେବା

ଉଦାହରଣ : ଡେରିରେ ହେଉ ବା ସହଳ ହେଉ ପ୍ରତ୍ୟେକ ଶୁଭ କର୍ମର ଫଳ ମିଳେ

ସମକକ୍ଷ : ଫଳ ଦେବା

लाभप्रद होना।

हर शुभ कर्म देर-सवेर फलता ही है।
फल देना, फलना

Derive a benefit from.

She profited from his vast experience.
benefit, gain, profit

ଅର୍ଥ : ଗଛରେ ଫଳ ହେବା ବା ଗଛ ଫଳଯୁକ୍ତ ହେବା

ଉଦାହରଣ : ସେ ଗଛ ଶୀତଦିନେ ଫଳନ୍ତି ହୁଏ

ସମକକ୍ଷ : ଫଳନ୍ତି ହେବା

वनस्पति का फल उत्पन्न करना या फल से युक्त होना।

यह पेड़ जाड़े में फलता है।
फलना, फलियाना

Bear fruit.

The trees fruited early this year.
fruit