ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚଢ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚଢ଼ିବା   କ୍ରିୟାପଦ

ଅର୍ଥ : କେଉଁଠାକୁ ଯିବାପାଇଁ କୌଣସି ଜିନିଷ, ପଶୁ,ଆରୋହୀଆଦି ଉପରେ ବସିବା ବା ଅବସ୍ଥାନ କରିବା

ଉଦାହରଣ : ରଜତ ବସ୍‌ରେ ଚଢ଼ିଲା

ସମକକ୍ଷ : ଅବସ୍ଥାନ କରିବା, ଆରୋହଣ କରିବା, ଆସୀନ ହେବା, ବସିବା

कहीं जाने के लिए किसी चीज, जानवर, सवारी आदि के ऊपर बैठना या स्थित होना।

रजत बस पर चढ़ा।
अरोहना, आरोहित होना, चढ़ना, बैठना, सवार होना, सवारी करना

Get up on the back of.

Mount a horse.
bestride, climb on, get on, hop on, jump on, mount, mount up

ଅର୍ଥ : ଖରାପ ପ୍ରଭାବ ପଡ଼ିବା

ଉଦାହରଣ : ସାପ କାମୁଡ଼ିବାରୁ ସର୍ବାଙ୍ଗ ଶରୀରରେ ବିଷ ଚଢ଼ି ଯାଇଛି

बुरा असर होना।

साँप काटने से पूरे शरीर में ज़हर चढ़ गया है।
चढ़ना

ଅର୍ଥ : ତଳୁ ଉପର ଆଡ଼କୁ ଯିବା

ଉଦାହରଣ : ଜେଜେମା ଏବେ ବି ଭାରିଫୁର୍ତ୍ତିରେ ସିଡ଼ି ଚଢ଼ୁଛନ୍ତି

ସମକକ୍ଷ : ଆରୋହଣ କରିବା, ଉଠିବା

नीचे से ऊपर की ओर जाना।

दादाजी अभी भी फुर्ती से सीढ़ियाँ चढ़ते हैँ।
चढ़ना

ଅର୍ଥ : ଗୋଟିଏ ଜିନିଷ ଉପରେ ଆଉ ଗୋଟିଏ ଜିନିଷ ଥୋଇବା ବା ଲଗେଇବା

ଉଦାହରଣ : ହଳଦିଆ ରଙ୍ଗ ଉପରେ ନାଲି ରଙ୍ଗ ଚଢ଼ିଯାଇଛି

ସମକକ୍ଷ : ଲାଗିବା

एक चीज़ पर दूसरी चीज़ का चिपटना या सटना।

पीले रंग पर लाल रंग चढ़ गया है।
चढ़ना

Extend over and cover a part of.

The roofs of the houses overlap in this crowded city.
overlap

ଅର୍ଥ : ବାଜାର ମୁହଁରେ ଚମଡ଼ା ଆଦି ଲଗାଇବା

ଉଦାହରଣ : ଢୋଲରେ ଚମଡ଼ା ଚଢ଼ିସାରିଛି, ଆପଣ ତାକୁ ନେଇଯାଆନ୍ତୁ

ସମକକ୍ଷ : ଭିଡ଼ିବା, ଲାଗିବା

बाजे के मुँह पर चमड़ा आदि लगना।

ढोलक पर चमड़ा चढ़ गया है आप उसे लेते जाइए।
चढ़ना, मढ़ना

ଅର୍ଥ : ରାନ୍ଧିବାପାଇଁ ଚୁଲି ଉପରେ ରଖିବା

ଉଦାହରଣ : ଏବେ ଚୁଲି ଉପରେ ଡାଲି ବସିଲା

ସମକକ୍ଷ : ବସିବା

पकने के लिए चूल्हे पर रखा जाना।

अभी चूल्हे पर दाल चढ़ी है।
चढ़ना

ଅର୍ଥ : ସ୍ୱର ତୀବ୍ର ହେବା

ଉଦାହରଣ : ଗାୟିକାଙ୍କ ସ୍ୱର ବହୁତ ଉପରକୁ ଉଠେ

ସମକକ୍ଷ : ଉପରକୁ ଉଠିବା

स्वर तीव्र होना।

गायिका का स्वर बहुत चढ़ता है।
चढ़ना