ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କେଉଁଠାକୁ ଯିବାପାଇଁ କୌଣସି ଜିନିଷ, ପଶୁ,ଆରୋହୀଆଦି ଉପରେ ବସିବା ବା ଅବସ୍ଥାନ କରିବା
ଉଦାହରଣ : ରଜତ ବସ୍ରେ ଚଢ଼ିଲା
ସମକକ୍ଷ : ଅବସ୍ଥାନ କରିବା, ଆସୀନ ହେବା, ଚଢ଼ିବା, ବସିବା
कहीं जाने के लिए किसी चीज, जानवर, सवारी आदि के ऊपर बैठना या स्थित होना।
Get up on the back of.
ଅର୍ଥ : ତଳୁ ଉପର ଆଡ଼କୁ ଯିବା
ଉଦାହରଣ : ଜେଜେମା ଏବେ ବି ଭାରିଫୁର୍ତ୍ତିରେ ସିଡ଼ି ଚଢ଼ୁଛନ୍ତି
ସମକକ୍ଷ : ଉଠିବା, ଚଢ଼ିବା
नीचे से ऊपर की ओर जाना।
ସଂସ୍ଥାପନ କରନ୍ତୁ