ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜାଗିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜାଗିବା   କ୍ରିୟାପଦ

ଅର୍ଥ : ଜାଗ୍ରତ ଅବସ୍ଥାରେ ନିଦ୍ରାରହିତ ରହିବା

ଉଦାହରଣ : ସେ କେତେ ଦିନରୁ ଜାଗି ରହୁଛି

ସମକକ୍ଷ : ଉଜାଗର ହେବା, ଚେଇଁବା

जागृत अवस्था में निद्रारहित रहना।

वह कई दिनों से जाग रहा है।
जागना

Be awake, be alert, be there.

wake

ଅର୍ଥ : ନିଦରୁ ଉଠିବା

ଉଦାହରଣ : ମୁଁ ଆଜି ସକାଳ ସାତଟାରେ ଉଠିଲି

ସମକକ୍ଷ : ଆଖି ଖୋଲିବା, ଉଠିବା, ଶୋଇକି ଉଠିବା

नींद छोड़कर उठना।

मैं आज सुबह सात बजे जागा।
आँख खोलना, उठना, जगना, जागना, सोकर उठना

Stop sleeping.

She woke up to the sound of the alarm clock.
arouse, awake, awaken, come alive, wake, wake up, waken