ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉନ୍ନତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉନ୍ନତି   ବିଶେଷ୍ୟ

ଅର୍ଥ : ଭଲ ହେବା ଅବସ୍ଥା

ଉଦାହରଣ : ଆମେ ସମାଜର ଉନ୍ନତିପାଇଁ କାମ କରିବା ଦରକାର

ସମକକ୍ଷ : ଭଲ ଅବସ୍ଥା

बेहतर होने की अवस्था।

हमें समाज के बेहतरी के लिए काम करना चाहिए।
बेहतरी

ଅର୍ଥ : ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା

ଉଦାହରଣ : ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ

ସମକକ୍ଷ : ଅଭ୍ୟୁଦୟ, ଉତ୍‌ଥାନ, ଉନ୍ନୟନ, ପ୍ରଗତି, ବିକାଶ

किसी निम्न या हीन स्थिति से निकलकर उच्च या उन्नत अवस्था में पहुँचने की अवस्था या भाव। उन्नत या समृद्ध स्थिति।

किसी व्यक्ति का उत्थान उसके कर्मों पर निर्भर करता है।
सुरेश ने अपने जीवन में बहुत आर्थिक प्रगति की।
अभ्युदय, उत्थान, उन्नति, उन्नयन, तरक़्क़ी, तरक्की, प्रगति, विकास

Gradual improvement or growth or development.

Advancement of knowledge.
Great progress in the arts.
advancement, progress

ଅର୍ଥ : ଉଠିବା କାର୍ଯ୍ୟ ବା ଭାବ

ଉଦାହରଣ : ଆକବରଙ୍କ ସମୟରେ ମୋଗଲ ବଂଶର ଉତ୍ଥାନ ଶେଷସୀମାରେ ଥିଲା

ସମକକ୍ଷ : ଉଠାଣ, ଉଠିବା, ଉତ୍ଥାନ

उठने का कार्य या भाव। ऊपर की ओर उठना। ऊँचा होना।

औपनिवेशिक काल के कारण ही अँग्रेजी भाषा का उत्थान हुआ।
उठक, उठान, उठाव, उत्थान

A movement upward.

They cheered the rise of the hot-air balloon.
ascension, ascent, rise, rising

ଅର୍ଥ : ଯେଉଁ ପ୍ରକ୍ରିୟାଦ୍ୱାରା ଖାଦ୍ୟ ପଦାର୍ଥ ଶରୀରର କୋଷିକାରେ ଏବଂ ଶରୀରର ବୃଦ୍ଧି, ମରାମତି ତଥା ତାହାର ସାମାନ୍ୟ କାର୍ଯ୍ୟପାଇଁ ଶକ୍ତିରେ ରୂପାନ୍ତରିତ ହୋଇଯାଏ

ଉଦାହରଣ : ବେଳେ ବେଳେ ଶାରୀରିକ ଶକ୍ତିହୀନତା କାରଣରୁ ପାଚନ ଭଲଭାବରେ ହୋଇ ନ ଥାଏ

ସମକକ୍ଷ : ଅଭିବୃଦ୍ଧି, ଉପଚୟ, ପାଚନ, ପୁଷ୍ଟି, ସମୃଦ୍ଧି

वह क्रिया जिसके द्वारा खाद्य पदार्थ शरीर के ऊतकों में एवं शरीर की वृद्धि, मरम्मत तथा इसके सामान्य कार्यों के लिए ऊर्जा या शक्ति में रूपान्तरित हो जाते हैं।

कभी-कभी शारीरिक कमजोरी का कारण उपचय का ठीक तरह से न होना होता है।
उपचय, रचनात्मक चयापचय

The synthesis in living organisms of more complex substances (e.g., living tissue) from simpler ones together with the storage of energy.

anabolism, constructive metabolism