ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆଖି ଖୋଲିବା ବା ପ୍ରକାଶ କରିବା
ଉଦାହରଣ : ସେ ଚମକିକରି ଆଖି ଖୋଲିଲା
ସମକକ୍ଷ : ଉନ୍ମୀଳନ କରିବା
आँख खोलना या उघारना।
ଅର୍ଥ : ନିଦରୁ ଉଠିବା
ଉଦାହରଣ : ମୁଁ ଆଜି ସକାଳ ସାତଟାରେ ଉଠିଲି
ସମକକ୍ଷ : ଉଠିବା, ଜାଗିବା, ଶୋଇକି ଉଠିବା
नींद छोड़कर उठना।
Stop sleeping.
ସଂସ୍ଥାପନ କରନ୍ତୁ