ଅର୍ଥ : ଚାମର ସଦୃଶ ଏକ ଲଞ୍ଜାତାରା
ଉଦାହରଣ :
ଅରୁଣର ସଂଖ୍ୟା ସତସ୍ତରି ଏବଂ ଏଗୁଡ଼ିକୁ ବାୟୁପୁତ୍ର ମଧ୍ୟ କୁହାଯାଏ
ଅର୍ଥ : ଜଣେ ଦାନବ
ଉଦାହରଣ :
ହିନ୍ଦୁ ଧର୍ମଗ୍ରନ୍ଥରେ ଅରୁଣର ଉଲ୍ଲେଖ ମିଳେ
ଅର୍ଥ : ମାଘ ମାସର ସୂର୍ଯ୍ୟ
ଉଦାହରଣ :
ଅରୁଣର ରଶ୍ମି ସୁଖକର
ଅର୍ଥ : ହିମାଳୟର ଏହି ପାଖରେ ଥିବା ଏକ ହ୍ରଦ
ଉଦାହରଣ :
ଅରୁଣ ହ୍ରଦ ନିକଟରେ ଯାତ୍ରୀମାନେ ଥକା ମେଣ୍ଟାଇଲେ
ସମକକ୍ଷ : ଅରୁଣ ହ୍ରଦ
ଅର୍ଥ : ଧର୍ମଗ୍ରନ୍ଥ ଅନୁସାରେ ସୂର୍ଯ୍ୟଙ୍କ ସାରଥୀ ଥିବା ଦେବତା
ଉଦାହରଣ :
ଅରୁଣ ହେଉଛନ୍ତି କଶ୍ୟପ ମୁନିଙ୍କ ପୁଅ
ସମକକ୍ଷ : କାଶ୍ୟପ
ଅର୍ଥ : ଏକ ପ୍ରକାରର କୁଷ୍ଠ ରୋଗ
ଉଦାହରଣ :
ତାଙ୍କ ଅରୁଣ ଏବେ ଭଲ ହେଉଛି