ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଜଣେ ଦେବତା
ଉଦାହରଣ : ବେଦରେ ମଧ୍ୟ ସୂର୍ଯ୍ୟଦେବଙ୍କର ପୂଜା ବିଧାନ ବର୍ଣ୍ଣିତ ଅଛି
ସମକକ୍ଷ : ଅଂଶୁମାନ୍, ଅହସ୍ପତି, ଆଦିତ୍ୟ, ଆଦିଦେବ, ଗଭସ୍ତି, ଦିନମଣି, ସୂର୍ଯ୍ୟ, ସୂର୍ଯ୍ୟଦେବ, ହେମମାଳି
हिन्दू धर्मग्रंथों में वर्णित एक देवता।
An important god of later Hinduism. The sun god or the sun itself worshipped as the source of warmth and light.
ଅର୍ଥ : ଆମ ସୌରଜଗତର ସବୁଠାରୁ ବଡ଼ ଓ ଜ୍ୱଳନ୍ତ ପିଣ୍ଡ ଯାହାଠାରୁ ସବୁ ଗ୍ରହକୁ ଉତ୍ତାପ ଓ ଆଲୋକ ମିଳେ
ଉଦାହରଣ : ସୂର୍ଯ୍ୟ ସୌରଶକ୍ତିର ଏକ ବଡ଼ ଉତ୍ସ ପୂର୍ବଦିଗରେ ସୂର୍ଯ୍ୟକୁଦେଖି ଅନ୍ଧାର ଶୀଘ୍ରଶୀଘ୍ର ହଟିଗଲା
ସମକକ୍ଷ : ଅରୁଣ, ଆଦିତ୍ୟ, ଦିନକର, ଦିନେଶ, ଦିବାକାର, ପ୍ରଭାକର, ଭାନୁ, ରବି, ସବିତା, ସୂର୍ଯ୍ୟ
हमारे सौर जगत का वह सबसे बड़ा और ज्वलंत तारा जिससे सब ग्रहों को गर्मी और प्रकाश मिलता है।
ସଂସ୍ଥାପନ କରନ୍ତୁ