ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ତାରାର ଚାରିପଟେ ଗ୍ରହମାନେ ଥାଆନ୍ତି
ଉଦାହରଣ : ଅନ୍ତରିକ୍ଷରେ ଅନେକ ସୂର୍ଯ୍ୟ ରହିଛି
ऐसा कोई भी तारा जिसके चारों ओर ग्रहीय तंत्र बनता हो।
Any star around which a planetary system revolves.
ଅର୍ଥ : ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଜଣେ ଦେବତା
ଉଦାହରଣ : ବେଦରେ ମଧ୍ୟ ସୂର୍ଯ୍ୟଦେବଙ୍କର ପୂଜା ବିଧାନ ବର୍ଣ୍ଣିତ ଅଛି
ସମକକ୍ଷ : ଅଂଶୁମାନ୍, ଅହସ୍ପତି, ଆଦିତ୍ୟ, ଆଦିଦେବ, ଗଭସ୍ତି, ଦିନମଣି, ଭାସ୍କର, ସୂର୍ଯ୍ୟଦେବ, ହେମମାଳି
हिन्दू धर्मग्रंथों में वर्णित एक देवता।
An important god of later Hinduism. The sun god or the sun itself worshipped as the source of warmth and light.
ଅର୍ଥ : ଆମ ସୌରଜଗତର ସବୁଠାରୁ ବଡ଼ ଓ ଜ୍ୱଳନ୍ତ ପିଣ୍ଡ ଯାହାଠାରୁ ସବୁ ଗ୍ରହକୁ ଉତ୍ତାପ ଓ ଆଲୋକ ମିଳେ
ଉଦାହରଣ : ସୂର୍ଯ୍ୟ ସୌରଶକ୍ତିର ଏକ ବଡ଼ ଉତ୍ସ ପୂର୍ବଦିଗରେ ସୂର୍ଯ୍ୟକୁଦେଖି ଅନ୍ଧାର ଶୀଘ୍ରଶୀଘ୍ର ହଟିଗଲା
ସମକକ୍ଷ : ଅରୁଣ, ଆଦିତ୍ୟ, ଦିନକର, ଦିନେଶ, ଦିବାକାର, ପ୍ରଭାକର, ଭାନୁ, ଭାସ୍କର, ରବି, ସବିତା
हमारे सौर जगत का वह सबसे बड़ा और ज्वलंत तारा जिससे सब ग्रहों को गर्मी और प्रकाश मिलता है।
ଅର୍ଥ : ଯେଉଁ ବ୍ୟକ୍ତିଙ୍କଠାରେ ସୂର୍ଯ୍ୟଙ୍କ ସମାନ ଓଜଃ, ତେଜ ଆଦି ଥାଏ
ଉଦାହରଣ : ସୁରଦାସଙ୍କୁ ହିନ୍ଦୀ ସାହିତ୍ୟର ସୂର୍ଯ୍ୟ ବୋଲି ଗ୍ରହଣ କରାଯାଏ
ସମକକ୍ଷ : ରବି
वह व्यक्ति जिसमें सूर्य के समान ओज, तेज आदि हो।
A person considered as a source of warmth or energy or glory etc.
ସଂସ୍ଥାପନ କରନ୍ତୁ