ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୋହିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୋହିତ   ବିଶେଷ୍ୟ

ଅର୍ଥ : ଭାରତର ଅରୁଣାଚଳ ପ୍ରଦେଶର ଏକ ଜିଲ୍ଲା

ଉଦାହରଣ : ଲୋହିତ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ତେଜୂ ସହରରେ ଅବସ୍ଥିତ

ସମକକ୍ଷ : ଲୋହିତ ଜିଲ୍ଲା

भारत के अरुणाचल प्रदेश राज्य का एक जिला।

लोहित जिले का मुख्यालय तेजू शहर में है।
लोहित, लोहित ज़िला, लोहित जिला

A region marked off for administrative or other purposes.

district, dominion, territorial dominion, territory

ଅର୍ଥ : ଅଗ୍ନିଙ୍କ ସାତଜିହ୍ୱାମଧ୍ୟରୁ ଗୋଟିଏ

ଉଦାହରଣ : ଲୋହିତର ବର୍ଣ୍ଣ ପୁରା ଲାଲରଙ୍ଗର

अग्नि की सात जिह्वाओं में से एक।

लोहिता का वर्ण एकदम लाल है।
लोहिता, सुलोहिता

ଅର୍ଥ : ଅରୁଣାଚଳ ପ୍ରଦେଶର ଏକ ନଦୀ

ଉଦାହରଣ : ଲୋହିତ ନଦୀ ଲୋହିତ ଜିଲ୍ଲାଦେଇ ପ୍ରବାହିତ ହେଉଛି

ସମକକ୍ଷ : ଲୋହିତ ନଦୀ

भारत के अरुणाचल प्रदेश प्रांत की एक नदी।

लोहित लोहित जिले से होकर बहती है।
लोहित, लोहित नदी

A large natural stream of water (larger than a creek).

The river was navigable for 50 miles.
river

ଲୋହିତ   ବିଶେଷଣ

ଅର୍ଥ : ଯାହା ରକ୍ତ ବର୍ଣ୍ଣର

ଉଦାହରଣ : ରାମ ହାତରେ ନାଲି ରୁମାଲ ଥିଲା

ସମକକ୍ଷ : ଅରୁଣ, ଅରୁଣାଭ, ରକ୍ତବର୍ଣ୍ଣ, ରକ୍ତାଭ, ଲାଲ

Of a color at the end of the color spectrum (next to orange). Resembling the color of blood or cherries or tomatoes or rubies.

blood-red, carmine, cerise, cherry, cherry-red, crimson, red, reddish, ruby, ruby-red, ruddy, scarlet

ଅର୍ଥ : ଲାଲ କରାଯାଇଥିବା

ଉଦାହରଣ : ରକ୍ତିମ ପୃଷ୍ଠଭୂମିରେ ଚିତ୍ର କରାଯାଇଛି

ସମକକ୍ଷ : ଅରୁଣିତ, ରକ୍ତାଭ, ରକ୍ତିମ, ଲାଲବର୍ଣ୍ଣଯୁକ୍ତ

लाल किया हुआ।

अरुणित भित्ति पर चित्रकारी की गई है।
अरुणित

ଅର୍ଥ : ଲହୁ ବା ରକ୍ତ ରଙ୍ଗର

ଉଦାହରଣ : ସକାଳର ସୂର୍ଯ୍ୟ ଲୋହିତ ରଙ୍ଗର ହୋଇଥାଏ ପ୍ରାତଃକାଳୀନ ରକ୍ତିମ ସୂର୍ଯ୍ୟଙ୍କ ଛିଟା ହିଁ ଅତୁଳନୀୟ

ସମକକ୍ଷ : ରକ୍ତବର୍ଣ୍ଣ, ରକ୍ତାଭ, ରକ୍ତିମ

लहू या रक्त के रंग का।

प्रातःकालीन रक्तवर्णी सूर्य की छटा ही निराली है।
आरक्त, रक्तवर्णी, रक्ताभ, रक्तिम, लोहित

Of a color at the end of the color spectrum (next to orange). Resembling the color of blood or cherries or tomatoes or rubies.

blood-red, carmine, cerise, cherry, cherry-red, crimson, red, reddish, ruby, ruby-red, ruddy, scarlet