ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଧୃତରାଷ୍ଟ୍ରଙ୍କ ଜଣେ ପୁତ୍ର
ଉଦାହରଣ : ରବିଙ୍କ ବର୍ଣ୍ଣନା ଭାଗବତରେ ଦେଖିବାକୁ ମିଳେ
धृतराष्ट्र के एक पुत्र।
An imaginary being of myth or fable.
ଅର୍ଥ : ବସନ୍ତ ଋତୁରେ କଟା ଯାଉଥିବା ଫସଲ
ଉଦାହରଣ : ରବିଫସଲ ମଧ୍ୟରେ ଗହମ ଆଦି ଫସଲ ଅନ୍ତର୍ଗତ
ସମକକ୍ଷ : ରବିଫସଲ
वसंत ऋतु में काटी जाने वाली फ़सल।
The yield from plants in a single growing season.
ଅର୍ଥ : ଆମ ସୌରଜଗତର ସବୁଠାରୁ ବଡ଼ ଓ ଜ୍ୱଳନ୍ତ ପିଣ୍ଡ ଯାହାଠାରୁ ସବୁ ଗ୍ରହକୁ ଉତ୍ତାପ ଓ ଆଲୋକ ମିଳେ
ଉଦାହରଣ : ସୂର୍ଯ୍ୟ ସୌରଶକ୍ତିର ଏକ ବଡ଼ ଉତ୍ସ ପୂର୍ବଦିଗରେ ସୂର୍ଯ୍ୟକୁଦେଖି ଅନ୍ଧାର ଶୀଘ୍ରଶୀଘ୍ର ହଟିଗଲା
ସମକକ୍ଷ : ଅରୁଣ, ଆଦିତ୍ୟ, ଦିନକର, ଦିନେଶ, ଦିବାକାର, ପ୍ରଭାକର, ଭାନୁ, ଭାସ୍କର, ସବିତା, ସୂର୍ଯ୍ୟ
हमारे सौर जगत का वह सबसे बड़ा और ज्वलंत तारा जिससे सब ग्रहों को गर्मी और प्रकाश मिलता है।
ଅର୍ଥ : ଯେଉଁ ବ୍ୟକ୍ତିଙ୍କଠାରେ ସୂର୍ଯ୍ୟଙ୍କ ସମାନ ଓଜଃ, ତେଜ ଆଦି ଥାଏ
ଉଦାହରଣ : ସୁରଦାସଙ୍କୁ ହିନ୍ଦୀ ସାହିତ୍ୟର ସୂର୍ଯ୍ୟ ବୋଲି ଗ୍ରହଣ କରାଯାଏ
ସମକକ୍ଷ : ସୂର୍ଯ୍ୟ
वह व्यक्ति जिसमें सूर्य के समान ओज, तेज आदि हो।
A person considered as a source of warmth or energy or glory etc.
ସଂସ୍ଥାପନ କରନ୍ତୁ