ଅର୍ଥ : ଯେଉଁ ସ୍ଥାନ କୌଣସି ବିଶେଷ କାର୍ଯ୍ୟ ନିମନ୍ତେ ଆରକ୍ଷିତ ଥାଏ
ଉଦାହରଣ :
ସୈନିକମାନଙ୍କ ପ୍ରଶିକ୍ଷଣ କ୍ଷେତ୍ରରେ ଆମେ ପ୍ରବେଶ କରିପାରିବା ନାହିଁ
ସମକକ୍ଷ : କ୍ଷେତ୍ର
ଅର୍ଥ : କୌଣସି ବିଶେଷ କାର୍ଯ୍ୟ ନିମନ୍ତେ ନିର୍ଦ୍ଧାରିତ କିଛି ଗ୍ରାମ ଏବଂ ଛୋଟ ସହର ସମୂହ
ଉଦାହରଣ :
ହିରୁଆ ଏହି ଅଞ୍ଚଳର ରାଜସ୍ୱ ଅଧିକାରୀ
ସମକକ୍ଷ : ଇଲାକା
ଅର୍ଥ : କୌଣସି ସ୍ଥାନ କିମ୍ବା ଦେଶ ସୀମାର ଆଖପାଖ ଭାଗ
ଉଦାହରଣ :
ଗ୍ରାମୀଣ ଅଞ୍ଚଳର ସବୁଜିମା ଦେଖିବା ଯୋଗ୍ୟ
ସମକକ୍ଷ : କ୍ଷେତ୍ର