ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ଥଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ଥଳ   ବିଶେଷ୍ୟ

ଅର୍ଥ : ପରିମିତ ଓ ନିଶ୍ଚିତ ସ୍ଥିତିଥିବା ସେହି ଭୂଖଣ୍ଡ ଯେଉଁଥିରେ କିଛି ବସ୍ତି, ପ୍ରାକୃତିକତା ବା କୌଣସି ବିଶେଷ ପରିଚିତି ଥାଏ

ଉଦାହରଣ : କାଶୀ ହିନ୍ଦୁମାନଙ୍କର ଧାର୍ମିକ ସ୍ଥାନ

ସମକକ୍ଷ : ଆସ୍ଥାନ, ଇଲାକା, ଜାଗା, ସ୍ଥାନ

निश्चित और परिमित स्थितिवाला वह भू-भाग जिसमें कोई बस्ती, प्राकृतिक रचना या कोई विशेष बात हो।

काशी हिन्दुओं का धार्मिक स्थान है।
आगार, आस्थान, आस्पद, इलाक़ा, इलाका, केतन, गाध, जगह, निक्रमण, प्रतिष्ठान, प्रदेश, स्थल, स्थान, स्थानक

The piece of land on which something is located (or is to be located).

A good site for the school.
land site, site

ଅର୍ଥ : ଯେଉଁ ଭୂମି ଜଳ ଶୂନ୍ୟ

ଉଦାହରଣ : ପୃଥିବୀର ଏକ ତୃତୀୟାଂଶ ସ୍ଥଳଭାଗ

ସମକକ୍ଷ : ଧରା, ଧରିତ୍ରୀ, ଭୂଇଁ, ଭୂମି

वह भूमि जो जल से रहित हो।

पृथ्वी का एक तिहाई भाग ही थल है।
अवन, आराजी, इड़, जमीं, जमीन, ज़मीं, ज़मीन, थर, थल, धरती, भूमि, भूस्थल, सरजमीं, सरजमीन, सरज़मीं, सरज़मीन, स्थल

The solid part of the earth's surface.

The plane turned away from the sea and moved back over land.
The earth shook for several minutes.
He dropped the logs on the ground.
dry land, earth, ground, land, solid ground, terra firma

ଅର୍ଥ : କୌଣସି ସ୍ଥାନର ଯେଉଁ ବିଶେଷଭାଗ କାହାରିଦ୍ୱାରା ପୂରଣ ବା ବ୍ୟବହୃତ ହୋଇଥାଏ

ଉଦାହରଣ : ଆପଣ ଆପଣଙ୍କ ଜାଗାରୁ ଉଠନ୍ତୁ

ସମକକ୍ଷ : ଅଞ୍ଚଳ, ଜାଗା, ଥାନ, ସ୍ଥାନ

* किसी जगह का वह विशेष भाग जो किसी के द्वारा भरा हुआ या उपयोग में हो।

आप अपने स्थान से उठिए।
जगह, स्थान

The particular portion of space occupied by something.

He put the lamp back in its place.
place, position