ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାଜ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାଜ୍ୟ   ବିଶେଷ୍ୟ

ଅର୍ଥ : କୌଣସି ପ୍ରଦେଶରେ ରହୁଥିବା ସମସ୍ତ ଲୋକ

ଉଦାହରଣ : ସମଗ୍ର ରାଜ୍ୟ ଦରଦାମ ବୃଦ୍ଧିର ପ୍ରଭାବରେ ଆକ୍ରାନ୍ତ

ସମକକ୍ଷ : ପ୍ରଦେଶ, ପ୍ରାନ୍ତ

किसी प्रदेश में रहने वाले लोग।

पूरा राज्य महँगाई के कारण परेशान है।
प्रदेश, प्रांत, प्रान्त, राज्य, सूबा

The body of citizens of a state or country.

The Spanish people.
citizenry, people

ଅର୍ଥ : ଯେଉଁ ପ୍ରସିଦ୍ଧ କ୍ଷେତ୍ରରେ କୌଣସି ପ୍ରଭାବ ଥାଏ

ଉଦାହରଣ : ଚତୁର୍ଦ୍ଦିଗ ମିଥ୍ୟାର ରାଜ୍ୟ ବୈଦିକ ଯୁଗରେ ଭାରତରେ ଜ୍ଞାନର ସାମ୍ରାଜ୍ୟ ଥିଲା

ସମକକ୍ଷ : ସାମ୍ରାଜ୍ୟ

वह माना हुआ क्षेत्र जिसमें कोई प्रभावी हो।

चारों तरफ झूठ का राज्य है।
वैदिक युग में भारत में ज्ञान का साम्राज्य था।
राज्य, साम्राज्य

A domain in which something is dominant.

The untroubled kingdom of reason.
A land of make-believe.
The rise of the realm of cotton in the south.
kingdom, land, realm

ଅର୍ଥ : ଯେଉଁ ରାଜତନ୍ତ୍ରରେ ରାଜ୍ୟର ଶାସନ କୌଣସି ରାଜା ବା ରାଣୀଙ୍କ ଅଧୀନରେ ଥାଏ

ଉଦାହରଣ : ମରୁଡ଼ି କାରଣରୁ ରାଜ୍ୟ କୃଷକମାନଙ୍କୁ ସମସ୍ତ ପ୍ରକାରର କର ଛାଡ଼ କରିଦେଲେ

वह राज्यतंत्र जिसमें राज्य का शासन किसी राजा या रानी के अधीन होता है।

सूखे के कारण राज्य ने किसानों के हर तरह के कर माफ कर दिए।
राज्य

A monarchy with a king or queen as head of state.

kingdom

ଅର୍ଥ : କୌଣସି ଦେଶର ଏକ ବିଭାଗ ଯାହାର ବାସିନ୍ଦାଙ୍କ ଶାସନପଦ୍ଧତି, ଭାଷା, ଚାଲିଚଳଣି, ବ୍ୟବହାରଆଦି ଅନ୍ୟମାନଙ୍କଠାରୁ ଭିନ୍ନ ଓ ସ୍ୱତନ୍ତ୍ର ହୋଇଥାଏ

ଉଦାହରଣ : ସ୍ୱତନ୍ତ୍ର ଭାରତରେ ବର୍ତ୍ତମାନ ଅଣତିରିଶଟି ପ୍ରଦେଶ ଅଛି

ସମକକ୍ଷ : ପ୍ରଦେଶ

किसी देश का वह विभाग जिसके निवासियों की शासन-पद्धति, भाषा, रहन-सहन, व्यवहार आदि औरों से भिन्न और स्वतंत्र हो।

स्वतंत्र भारत में अब उनतीस प्रदेश हो गए हैं।
जनपद, प्रदेश, प्रांत, प्रान्त, राज्य, सूबा

The territory occupied by one of the constituent administrative districts of a nation.

His state is in the deep south.
province, state

ଅର୍ଥ : ସେହି ଦେଶ,ପ୍ରଦେଶ,ଜିଲ୍ଲା,କ୍ଷେତ୍ର,ସହର,ଗାଁ ଆଦି ଯେଉଁଠାରେ ଆପଣ (ବା କୌଣସି ବ୍ୟକ୍ତି) ରହିଥାନ୍ତି

ଉଦାହରଣ : ଭାରତ ମୋ ଦେଶ

ସମକକ୍ଷ : ଅଞ୍ଚଳ, ଦେଶ, ପ୍ରଦେଶ, ମୁଲକ, ରାଷ୍ଟ୍ର

वह देश, प्रदेश, जिला, क्षेत्र, शहर ,गाँव आदि जहाँ आप (या कोई व्यक्ति) रहते हों।

भारत मेरा देश है।
गृह, घर, देश, मुल्क

The country or state or city where you live.

Canadian tariffs enabled United States lumber companies to raise prices at home.
His home is New Jersey.
home

ଅର୍ଥ : ଜଣେ ରାଜା ବା ରାଣୀଙ୍କଦ୍ୱାରା ଶାସିତ କ୍ଷେତ୍ର

ଉଦାହରଣ : ମୋଗଲ ସମୟରେ ଭାରତ ଛୋଟଛୋଟ ରାଜ୍ୟରେ ବିଭକ୍ତ ଥିଲା

किसी राजा या रानी द्वारा शासित क्षेत्र।

मुगलकाल में भारत छोटे-छोटे राज्यों में बँटा हुआ था।
रजवाड़ा, राज्य, रियासत

The domain ruled by a king or queen.

kingdom, realm

ଅର୍ଥ : ବ୍ୟକ୍ତିମାନଙ୍କର ଯେଉଁ ଦଳ ଏକ ସ୍ୱାୟତ୍ତ ରାଜ୍ୟଶାସନରେ ସମ୍ମିଳିତ ହୋଇଥାଏ

ଉଦାହରଣ : ରାଜ୍ୟ ଆୟକର ବଢ଼ାଇଦେଇଛି

* लोगों का वह दल जो एक स्वायत्त राज्य के शासन में सम्मिलित होता है।

राज्य ने आयकर को बढ़ा दिया है।
राज्य

The group of people comprising the government of a sovereign state.

The state has lowered its income tax.
state