ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଲମ୍ବା ତଥା ଚଉଡ଼ାର ଶେଷ ଭାଗ
ଉଦାହରଣ : ଆପଣଙ୍କ ଶାଢ଼ୀର କାନିରେ କଣ୍ଟା ପଶିଯାଇଛି
ସମକକ୍ଷ : କାନି, ପ୍ରାନ୍ତ, ସୀମା
अधिक लंबी और कम चौड़ी वस्तु के वे दोनों सिरे जहाँ उसकी चौड़ाई का अंत होता है।
The boundary of a surface.
ଅର୍ଥ : ଶାଢ଼ୀ, ଓଢ଼ଣୀଆଦିର ଯେଉଁ ଅଂଶ କାନ୍ଧ ଉପରେ ପଡ଼ିଥାଏ
ଉଦାହରଣ : ପିଲାଟି ମାଆଙ୍କ ଶାଢ଼ୀର କାନିକୁ ଧରିଛି
ସମକକ୍ଷ : ଅଞ୍ଚଳ, କାନି
साड़ी, दुपट्टे आदि का वह भाग जो कंधे पर रहता है।
ଅର୍ଥ : ସ୍ତ୍ରୀମାନଙ୍କ ଶାଢୀର ଯେଉଁ ଅଂଶ କାନ୍ଧ ଉପରେ ରହେ
ଉଦାହରଣ : ଶୀଲା ପିନ୍ଧିଥିବା ଶାଢୀର ଅଂଚଳ ଫଟା
ସମକକ୍ଷ : ଅଂଚଳ, ଅଞ୍ଚଳ
स्त्रियों की साड़ी का वह भाग जो कंधे पर रहता है।
ସଂସ୍ଥାପନ କରନ୍ତୁ