ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦେଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦେଶ   ବିଶେଷ୍ୟ

ଅର୍ଥ : କୌଣସି ଦେଶରେ ରହୁଥିବା ସମସ୍ତ ଲୋକ

ଉଦାହରଣ : ଗାନ୍ଧୀଜୀଙ୍କ ମୃତ୍ୟୁରେ ସାରା ଦେଶ କାନ୍ଦିଲା

ସମକକ୍ଷ : ରାଷ୍ଟ୍ର

किसी देश में रहने वाले लोग।

गाँधीजी की मृत्यु पर पूरा देश रो पड़ा।
देश, देस, मुल्क, राष्ट्र, वतन

The people who live in a nation or country.

A statement that sums up the nation's mood.
The news was announced to the nation.
The whole country worshipped him.
country, land, nation

ଅର୍ଥ : ସେହି ଦେଶ,ପ୍ରଦେଶ,ଜିଲ୍ଲା,କ୍ଷେତ୍ର,ସହର,ଗାଁ ଆଦି ଯେଉଁଠାରେ ଆପଣ (ବା କୌଣସି ବ୍ୟକ୍ତି) ରହିଥାନ୍ତି

ଉଦାହରଣ : ଭାରତ ମୋ ଦେଶ

ସମକକ୍ଷ : ଅଞ୍ଚଳ, ପ୍ରଦେଶ, ମୁଲକ, ରାଜ୍ୟ, ରାଷ୍ଟ୍ର

वह देश, प्रदेश, जिला, क्षेत्र, शहर ,गाँव आदि जहाँ आप (या कोई व्यक्ति) रहते हों।

भारत मेरा देश है।
गृह, घर, देश, मुल्क

The country or state or city where you live.

Canadian tariffs enabled United States lumber companies to raise prices at home.
His home is New Jersey.
home

ଅର୍ଥ : କୌଣସି ଦେଶର ପ୍ରଶାସନିକ ଦଳ ବା ସରକାର

ଉଦାହରଣ : ଦେଶ ବହୁତ ଶୀଘ୍ର କିଛି ନୂଆ ଯୋଜନା କାର୍ଯ୍ୟକାରୀ କରିବ

ସମକକ୍ଷ : ରାଷ୍ଟ୍ର

किसी देश का प्रशासनिक दल या सरकार।

देश बहुत जल्द ही कुछ नई योजनाएँ लागू करनेवाला है।
देश, राष्ट्र

A politically organized body of people under a single government.

The state has elected a new president.
African nations.
Students who had come to the nation's capitol.
The country's largest manufacturer.
An industrialized land.
body politic, commonwealth, country, land, nation, res publica, state

ଅର୍ଥ : ପୃଥିବୀର ଯେଉଁ ବିଶିଷ୍ଟ ବିଭାଗରେ ଅନେକ ଅଞ୍ଚଳ,ନଗର ଇତ୍ୟାଦି ଅଛି ଏବଂ ଯାହାର ଗୋଟିଏ ସମ୍ବିଧାନ ଅଛି

ଉଦାହରଣ : ଭାରତ ମୋ ଦେଶମୋ ଦେଶ ସବୁଠୁ ଭଲ

ସମକକ୍ଷ : ମୂଲକ, ରାଷ୍ଟ୍ର

पृथ्वी का वह विशिष्ट विभाग जिसमें अनेक प्रांत, नगर, आदि हों और जिसका एक संविधान हो।

भारत मेरा देश है।
देश, देस, मुल्क, राष्ट्र, वतन, सरजमीं, सरजमीन, सरज़मीं, सरज़मीन

The territory occupied by a nation.

He returned to the land of his birth.
He visited several European countries.
country, land, state

ଅର୍ଥ : ଏକ ରାଗ

ଉଦାହରଣ : କେତେକ ସଙ୍ଗୀତଜ୍ଞଙ୍କ ମତରେ ଦେଶ ରାଗ ସମ୍ପୂର୍ଣ୍ଣ ଜାତିର ଓ ଆଉ କେତେକଙ୍କ ମତରେ ଏହା ଷାଡ଼ବ

ସମକକ୍ଷ : ଦେଶ ରାଗ

एक राग।

कुछ संगीतज्ञों के मत से देश सम्पूर्ण जाति का है और कुछ के मत से षाड़व है।
देश, देश राग

Any of various fixed orders of the various diatonic notes within an octave.

mode, musical mode