ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାନି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାନି   ବିଶେଷ୍ୟ

ଅର୍ଥ : ଲମ୍ବା ତଥା ଚଉଡ଼ାର ଶେଷ ଭାଗ

ଉଦାହରଣ : ଆପଣଙ୍କ ଶାଢ଼ୀର କାନିରେ କଣ୍ଟା ପଶିଯାଇଛି

ସମକକ୍ଷ : ପଣତ, ପ୍ରାନ୍ତ, ସୀମା

अधिक लंबी और कम चौड़ी वस्तु के वे दोनों सिरे जहाँ उसकी चौड़ाई का अंत होता है।

आपकी साड़ी का छोर काँटे में फँस गया है।
अखीर, किनारा, छोर, सिरा

The boundary of a surface.

border, edge

ଅର୍ଥ : ଶାଢ଼ୀ, ଓଢ଼ଣୀଆଦିର ଯେଉଁ ଅଂଶ କାନ୍ଧ ଉପରେ ପଡ଼ିଥାଏ

ଉଦାହରଣ : ପିଲାଟି ମାଆଙ୍କ ଶାଢ଼ୀର କାନିକୁ ଧରିଛି

ସମକକ୍ଷ : ଅଞ୍ଚଳ, ପଣତ

साड़ी, दुपट्टे आदि का वह भाग जो कंधे पर रहता है।

बेटे ने माँ की साड़ी का आँचल पकड़ रखा है।
अँचरा, अँचला, अंचल, अचरा, आँचर, आँचल, छोर, दामन, पल्ला, पल्लू, युतक, शिखा, शुक