ଅର୍ଥ : କୌଣସି ସ୍ଥାନର ଯେଉଁ ବିଶେଷଭାଗ କାହାରିଦ୍ୱାରା ପୂରଣ ବା ବ୍ୟବହୃତ ହୋଇଥାଏ
ଉଦାହରଣ :
ଆପଣ ଆପଣଙ୍କ ଜାଗାରୁ ଉଠନ୍ତୁ
ସମକକ୍ଷ :
ଅଞ୍ଚଳ, ଥାନ, ସ୍ଥଳ, ସ୍ଥାନ
* किसी जगह का वह विशेष भाग जो किसी के द्वारा भरा हुआ या उपयोग में हो।
आप अपने स्थान से उठिए।
जगह,
स्थान
The particular portion of space occupied by something.
He put the lamp back in its place.
place,
position