ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଥାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଥାନ   ବିଶେଷ୍ୟ

ଅର୍ଥ : କିଛି ଲମ୍ବା ଲୁଗା, ଥାନର ପୂରା ଭାଗ

ଉଦାହରଣ : ଦୋକାନୀ ଥାନରୁ ଚାରି ମିଟର କନା କାଟି ଅଲଗାକଲା

ସମକକ୍ଷ : ଲୁଗା ଥାନ

कुछ निश्चित लम्बाई के कपड़े,गोटे आदि का पूरा टुकड़ा।

दुकानदार ने थान से चार मीटर कपड़ा काट कर अलग किया।
कपड़े का थान, थान

A roll of cloth or wallpaper of a definite length.

bolt

ଅର୍ଥ : କୌଣସି ସ୍ଥାନର ଯେଉଁ ବିଶେଷଭାଗ କାହାରିଦ୍ୱାରା ପୂରଣ ବା ବ୍ୟବହୃତ ହୋଇଥାଏ

ଉଦାହରଣ : ଆପଣ ଆପଣଙ୍କ ଜାଗାରୁ ଉଠନ୍ତୁ

ସମକକ୍ଷ : ଅଞ୍ଚଳ, ଜାଗା, ସ୍ଥଳ, ସ୍ଥାନ

* किसी जगह का वह विशेष भाग जो किसी के द्वारा भरा हुआ या उपयोग में हो।

आप अपने स्थान से उठिए।
जगह, स्थान

The particular portion of space occupied by something.

He put the lamp back in its place.
place, position