ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହୁକୁମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହୁକୁମ   ବିଶେଷ୍ୟ

ଅର୍ଥ : ବଡ଼ମାନଙ୍କର ସାନମାନଙ୍କୁ କିଛି କାମପାଇଁ କହିବା କ୍ରିୟା

ଉଦାହରଣ : ବଡ଼ମାନଙ୍କ ଆଜ୍ଞା ପାଳନ କରିବା ଆବଶ୍ୟକ

ସମକକ୍ଷ : ଅନୁଜ୍ଞା, ଆଜ୍ଞା, ଆଦେଶ, ବୋଲ

किसी अधीनस्थ कर्मचारी या व्यक्ति से मौखिक रूप से कहा हुआ अथवा लिखित रूप से दिया हुआ ऐसा निर्देश जिसका पालन करना अनिवार्य हो।

बड़ों की आज्ञा का पालन करना चाहिए।
अनुज्ञा, अनुज्ञापन, आज्ञप्ति, आज्ञा, आदेश, आयसु, इजाजत, इजाज़त, इरशाद, इर्शाद, निर्देश, शिष्टि, हुकुम, हुक्म

(often plural) a command given by a superior (e.g., a military or law enforcement officer) that must be obeyed.

The British ships dropped anchor and waited for orders from London.
order

ଅର୍ଥ : ଏଭଳି କର ବା ଏଭଳି କରନାହିଁ -ଏହା ଅଧିକାରପୂର୍ବକ କହିବାର କ୍ରିୟା

ଉଦାହରଣ : ହୁକୁମ ପାଇଲା ମାତ୍ରେ ହିଁ ସେ କାମରେ ଲାଗି ଗଲା

ସମକକ୍ଷ : ଆଜ୍ଞା, ଆଦେଶ, ନିର୍ଦ୍ଦେଶ

ଅର୍ଥ : ଅଧିପତି ହେବାର ଅବସ୍ଥା ବା ଭାବ

ଉଦାହରଣ : ପୂର୍ବରୁ ଭାରତରେ ବିଦେଶୀମାନଙ୍କର ଆଧିପତ୍ୟ ଥିଲା

ସମକକ୍ଷ : ଅଧିକାର, ଆଧିପତ୍ୟ, ପ୍ରଭୁତ୍ୱ, ଶାସନାଧିକାର, ସ୍ୱାମୀତ୍ୱ

The act of having and controlling property.

ownership, possession