ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବଡ଼ମାନଙ୍କର ସାନମାନଙ୍କୁ କିଛି କାମପାଇଁ କହିବା କ୍ରିୟା
ଉଦାହରଣ : ବଡ଼ମାନଙ୍କ ଆଜ୍ଞା ପାଳନ କରିବା ଆବଶ୍ୟକ
ସମକକ୍ଷ : ଆଜ୍ଞା, ଆଦେଶ, ବୋଲ, ହୁକୁମ
किसी अधीनस्थ कर्मचारी या व्यक्ति से मौखिक रूप से कहा हुआ अथवा लिखित रूप से दिया हुआ ऐसा निर्देश जिसका पालन करना अनिवार्य हो।
(often plural) a command given by a superior (e.g., a military or law enforcement officer) that must be obeyed.
ଅର୍ଥ : କୌଣସି କାମ କରିବା ପୁର୍ବରୁ ସେ ସଂପର୍କରେ ବଡ଼ମାନଙ୍କ ସହିତ ମିଶି ବା ତାଙ୍କଠାରୁ ଆଜ୍ଞାରୂପରେ ନିଆଯାଉଥିବା ସ୍ୱୀକୃତି
ଉଦାହରଣ : ବଡ଼ମାନଙ୍କର ଅନୁମତି ବିନା କୌଣସି ବି କାମ କରିବା ଉଚିତ ନୁହେଁ
ସମକକ୍ଷ : ଅନୁମତି, ଆଜ୍ଞା, ସ୍ୱୀକୃତି
कोई काम करने से पहले उसके संबंध में बड़ों से मिलने या ली जाने वाली स्वीकृति जो बहुत-कुछ आज्ञा के रूप में होती है।
Permission to do something.
ଅର୍ଥ : ଛୁଟି ନିମନ୍ତେ ଅନୁମତି
ଉଦାହରଣ : ଘରକୁ ଯିବା ନିମନ୍ତେ ତୁମେ ପନ୍ଦର ଦିନ ପୂର୍ବରୁ ଅନୁମତି ନେବା ଆବଶ୍ୟକ
ସମକକ୍ଷ : ଅନୁମତି, ସମ୍ମତି
वह दिन जिसमें काम पर से अनुपस्थित रहने की स्वीकृति मिली हो।
ସଂସ୍ଥାପନ କରନ୍ତୁ