ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଦେଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଦେଶ   ବିଶେଷ୍ୟ

ଅର୍ଥ : ବଡ଼ମାନଙ୍କର ସାନମାନଙ୍କୁ କିଛି କାମପାଇଁ କହିବା କ୍ରିୟା

ଉଦାହରଣ : ବଡ଼ମାନଙ୍କ ଆଜ୍ଞା ପାଳନ କରିବା ଆବଶ୍ୟକ

ସମକକ୍ଷ : ଅନୁଜ୍ଞା, ଆଜ୍ଞା, ବୋଲ, ହୁକୁମ

किसी अधीनस्थ कर्मचारी या व्यक्ति से मौखिक रूप से कहा हुआ अथवा लिखित रूप से दिया हुआ ऐसा निर्देश जिसका पालन करना अनिवार्य हो।

बड़ों की आज्ञा का पालन करना चाहिए।
अनुज्ञा, अनुज्ञापन, आज्ञप्ति, आज्ञा, आदेश, आयसु, इजाजत, इजाज़त, इरशाद, इर्शाद, निर्देश, शिष्टि, हुकुम, हुक्म

(often plural) a command given by a superior (e.g., a military or law enforcement officer) that must be obeyed.

The British ships dropped anchor and waited for orders from London.
order

ଅର୍ଥ : ଏକ ବିଶେଷ ଆଦେଶ (ସ୍ଥଳ ସେନା)

ଉଦାହରଣ : କେତେକ ସେନା ଅଧିକାରୀମାନଙ୍କୁ ଆଦେଶ ପଠାଯାଇଛି

ସମକକ୍ଷ : କମାନ

एक विशेष आदेश (थल सेना)।

कुछ सैनिक अधिकारियों को कमान दे दी गई है।
कमान

ଅର୍ଥ : ଜ୍ୟୋତିଷଶାସ୍ତ୍ରରେ ଗ୍ରହମାନଙ୍କର ଫଳ

ଉଦାହରଣ : ଆପଣଙ୍କର କୁଣ୍ଡଳୀ ଅନୁସାରେ ଏହି ସମୟର ଗ୍ରହ_ଫଳ ଭଲ ନାହିଁ

ସମକକ୍ଷ : ଗ୍ରହ ଫଳ

ज्योतिषशास्त्र में ग्रहों का फल।

आपकी कुंडली के अनुसार इस समय आदेश अच्छे नहीं है।
आदेश, ग्रह फल

ଅର୍ଥ : ଏଭଳି କର ବା ଏଭଳି କରନାହିଁ -ଏହା ଅଧିକାରପୂର୍ବକ କହିବାର କ୍ରିୟା

ଉଦାହରଣ : ହୁକୁମ ପାଇଲା ମାତ୍ରେ ହିଁ ସେ କାମରେ ଲାଗି ଗଲା

ସମକକ୍ଷ : ଆଜ୍ଞା, ନିର୍ଦ୍ଦେଶ, ହୁକୁମ

ଅର୍ଥ : ବ୍ୟାକରଣରେ ଏକ ବର୍ଣ୍ଣ ସ୍ଥାନରେ ଅନ୍ୟ ବର୍ଣ୍ଣ ଆସିବାର ପ୍ରକ୍ରିୟା

ଉଦାହରଣ : ବାଗୀଶ ଆଦେଶର ଏକ ଉଦାହରଣ ଯାହା ବାକ୍‌ ଏବଂ ଇଶର ସଂଯୋଗରେ ଗଠିତ

ସମକକ୍ଷ : ଅକ୍ଷର ପରିବର୍ତ୍ତନ

व्याकरण में एक वर्ण के स्थान पर दूसरे वर्ण के आने की क्रिया।

वागीश आदेश का एक उदाहरण है जो वाक् और ईश के संयोग से बना है।
अक्षर परिवर्तन, आदेश