ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଜ୍ଞା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଜ୍ଞା   ବିଶେଷ୍ୟ

ଅର୍ଥ : ବଡ଼ମାନଙ୍କର ସାନମାନଙ୍କୁ କିଛି କାମପାଇଁ କହିବା କ୍ରିୟା

ଉଦାହରଣ : ବଡ଼ମାନଙ୍କ ଆଜ୍ଞା ପାଳନ କରିବା ଆବଶ୍ୟକ

ସମକକ୍ଷ : ଅନୁଜ୍ଞା, ଆଦେଶ, ବୋଲ, ହୁକୁମ

किसी अधीनस्थ कर्मचारी या व्यक्ति से मौखिक रूप से कहा हुआ अथवा लिखित रूप से दिया हुआ ऐसा निर्देश जिसका पालन करना अनिवार्य हो।

बड़ों की आज्ञा का पालन करना चाहिए।
अनुज्ञा, अनुज्ञापन, आज्ञप्ति, आज्ञा, आदेश, आयसु, इजाजत, इजाज़त, इरशाद, इर्शाद, निर्देश, शिष्टि, हुकुम, हुक्म

(often plural) a command given by a superior (e.g., a military or law enforcement officer) that must be obeyed.

The British ships dropped anchor and waited for orders from London.
order

ଅର୍ଥ : ବଡ଼ଲୋକମାନଙ୍କପାଇଁ ଏକ ଆଦର ସୂଚକ ସମ୍ବୋଧନ

ଉଦାହରଣ : ହଜୁର ! ଆପଣ କେମିତି ଅଛନ୍ତି ?

ସମକକ୍ଷ : ମହାଶୟ, ମହୋଦୟ, ହଜୁର

बड़े व्यक्तियों के लिए एक आदरसूचक संबोधन।

हुजूर ! कैसे हैं आप?
हजूर, हुज़ूर, हुजूर

ଅର୍ଥ : କୌଣସି କାମ କରିବା ପୁର୍ବରୁ ସେ ସଂପର୍କରେ ବଡ଼ମାନଙ୍କ ସହିତ ମିଶି ବା ତାଙ୍କଠାରୁ ଆଜ୍ଞାରୂପରେ ନିଆଯାଉଥିବା ସ୍ୱୀକୃତି

ଉଦାହରଣ : ବଡ଼ମାନଙ୍କର ଅନୁମତି ବିନା କୌଣସି ବି କାମ କରିବା ଉଚି‌ତ ନୁହେଁ

ସମକକ୍ଷ : ଅନୁଜ୍ଞା, ଅନୁମତି, ସ୍ୱୀକୃତି

कोई काम करने से पहले उसके संबंध में बड़ों से मिलने या ली जाने वाली स्वीकृति जो बहुत-कुछ आज्ञा के रूप में होती है।

बड़ों की अनुमति के बिना कोई भी काम नहीं करना चाहिए।
अनुज्ञा, अनुमति, अभिमति, अभ्यनुज्ञा, आज्ञा, इजाजत, इजाज़त, परमिशन, परवानगी, रज़ा, रजा, रुखसत, रुख़सत, रुख़्सत, रुख्सत, स्वीकृति

Permission to do something.

He indicated his consent.
consent

ଅର୍ଥ : କାହାର କଥା, ପ୍ରଶ୍ନ କିମ୍ବା ସଂବୋଧନର ଉତ୍ତରରେ ସଂକ୍ଷିପ୍ତ ପ୍ରତିସଂବୋଧନ ରୂପରେ କୁହାଯାଉଥିବା ସକାରାତ୍ମକ ଶବ୍ଦ

ଉଦାହରଣ : ମୋର ହଁ ଶବ୍ଦ ଶୁଣି ସେ ପ୍ରସନ୍ନ ହୋଇଗଲେ

ସମକକ୍ଷ : ହଁ

किसी के कथन,प्रश्न या संबोधन के उत्तर में संक्षिप्त प्रतिसंबोधन के रूप में कहा जानेवाला सकारात्मक शब्द।

मेरी हाँ सुनकर वह प्रसन्न हो गया।
जी, जी हाँ, हाँ

An affirmative.

I was hoping for a yes.
yes

ଅର୍ଥ : ଏଭଳି କର ବା ଏଭଳି କରନାହିଁ -ଏହା ଅଧିକାରପୂର୍ବକ କହିବାର କ୍ରିୟା

ଉଦାହରଣ : ହୁକୁମ ପାଇଲା ମାତ୍ରେ ହିଁ ସେ କାମରେ ଲାଗି ଗଲା

ସମକକ୍ଷ : ଆଦେଶ, ନିର୍ଦ୍ଦେଶ, ହୁକୁମ

ଅର୍ଥ : କିଛି କହିବା ବା ଡକା ଗଲା ପରେ ଉତ୍ତରରେ କୁହାଯାଉଥିବା ଆଦର ସୂଚକ ଶବ୍ଦ

ଉଦାହରଣ : ବାପାଙ୍କ ଡାକରା ପାଇ ପୁଅ କହିଲା-ଆଜ୍ଞା,ବର୍ତ୍ତମାନ ଆସୁଛି

कुछ कहने या बुलाये जाने पर उत्तर में कहा जानेवाला एक आदरसूचक शब्द।

पिताजी के बुलाने पर पुत्र ने कहा, "जी, अभी आया"।
जी