ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବଡ଼ମାନଙ୍କର ସାନମାନଙ୍କୁ କିଛି କାମପାଇଁ କହିବା କ୍ରିୟା
ଉଦାହରଣ : ବଡ଼ମାନଙ୍କ ଆଜ୍ଞା ପାଳନ କରିବା ଆବଶ୍ୟକ
ସମକକ୍ଷ : ଅନୁଜ୍ଞା, ଆଜ୍ଞା, ଆଦେଶ, ହୁକୁମ
किसी अधीनस्थ कर्मचारी या व्यक्ति से मौखिक रूप से कहा हुआ अथवा लिखित रूप से दिया हुआ ऐसा निर्देश जिसका पालन करना अनिवार्य हो।
(often plural) a command given by a superior (e.g., a military or law enforcement officer) that must be obeyed.
ଅର୍ଥ : ଗୀତ ଅବା ବାଜାରେ ବୋଲରେ ବଜାଯାଉଥିବା ଶବ୍ଦ
ଉଦାହରଣ : ମୃଦଙ୍ଗର ବୋଲରେ ନର୍ତ୍ତକୀ ନାଚିବାରେ ଲାଗିଲା
ସମକକ୍ଷ : ପ୍ରବଂଧ୍, ପ୍ରବନ୍ଧ
गीत या बाजे के गठे या बँधे हुए शब्द।
The text of a popular song or musical-comedy number.
ଅର୍ଥ : କୁହାହୋଇଥିବା କଥା
ଉଦାହରଣ : ନିଜ ଗୁରୁଙ୍କ ବିଷୟରେ ତାଙ୍କର ମତ ଶୁଣି ଆମେ ସବୁ ବ୍ୟସ୍ତ ହୋଇଗଲୁ ଆମର କଥା ମାନ
ସମକକ୍ଷ : କଥା, ମତ
किसी की कही हुई ऐसी अनोखी या महत्व की बात जिसका कहीं उल्लेख या चर्चा की जाय।
Something spoken.
ସଂସ୍ଥାପନ କରନ୍ତୁ