ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧିକାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧିକାର   ବିଶେଷ୍ୟ

ଅର୍ଥ : କୌଣସି ହେବାକୁ ଯାଉଥିବା କାମରେ କିଛି ପରିବର୍ତ୍ତନ କରିବାପାଇଁ କହିବା କ୍ରିୟା

ଉଦାହରଣ : ସେ ମୋର ଏହି କାମରେ ବି ହସ୍ତପେକ୍ଷ କରୁଛନ୍ତି

ସମକକ୍ଷ : ଦଖଲ, ହସ୍ତକ୍ଷେପ

किसी होते या चलते हुए काम में कुछ फेर बदल करने के लिए हाथ डालने या कुछ कहने की क्रिया।

वह मेरे इस काम में भी हस्तक्षेप कर रहा है।
दखल, दखलंदाजी, दखलअंदाजी, दखलन्दाजी, दख़ल, दख़लंदाज़ी, दख़लअंदाज़ी, दख़लन्दाज़ी, मदाखिलत, हस्तक्षेप

ଅର୍ଥ : କୌଣସି ବସ୍ତୁ ବା ସମ୍ପତ୍ତି ଉପରେ ବଳପୂର୍ବକ ମାଲିକାନା

ଉଦାହରଣ : ସୈନିକମାନେ ଦୁର୍ଗକୁ ଅଧିକାର କରିନେଲେ ଏହି ଇଲାକାରେ ଡାକୁମାନଙ୍କର ଆଧିପତ୍ୟ ଅଧିକ

ସମକକ୍ଷ : ଅକ୍ତିଆର, ଆଧିପତ୍ୟ, କବ୍ଜା, କାବୁ

किसी वस्तु या संपत्ति आदि पर होने वाला बलपूर्वक स्वामित्व।

अब किले पर सैनिकों का क़ब्ज़ा है।
अख़्तियार, अख्तियार, अधिकार, आधिपत्य, इख़्तियार, इख्तियार, इमकान, कब्ज़ा, कब्जा, क़ब्ज़ा, काबू, दावा, वश, संरक्षण, हक, हक़

The act of forcibly dispossessing an owner of property.

capture, gaining control, seizure

ଅର୍ଥ : କୌଣସି ବସ୍ତୁର ମାଲିକ ବା ସ୍ବାମୀଙ୍କୁ ତାଙ୍କର ସ୍ବାମିତ୍ବ ପାଇଁ ମିଳୁଥିବା ହକ୍ ବା ଧନ

ଉଦାହରଣ : ଚାଷୀଙ୍କୁ ପଚାଶ ପ୍ରତିଶତ ମାଲିକାନା ଦେବାକୁ ପଡିଥାଏ

ସମକକ୍ଷ : ମାଲିକାନା, ସ୍ବାମିତ୍ବ

वह कर, दस्तूरी या हक़ या धन जो किसी चीज़ के मालिक या स्वामी को उसके स्वामित्व के बदले में मिलता हो।

किसानों को पचास प्रतिशत मालिकाना देना पड़ता है।
मालिकाना

ଅର୍ଥ : ଅଧିପତି ହେବାର ଅବସ୍ଥା ବା ଭାବ

ଉଦାହରଣ : ପୂର୍ବରୁ ଭାରତରେ ବିଦେଶୀମାନଙ୍କର ଆଧିପତ୍ୟ ଥିଲା

ସମକକ୍ଷ : ଆଧିପତ୍ୟ, ପ୍ରଭୁତ୍ୱ, ଶାସନାଧିକାର, ସ୍ୱାମୀତ୍ୱ, ହୁକୁମ

The act of having and controlling property.

ownership, possession

ଅର୍ଥ : ଯେଉଁ ଅଧିକାର ବଳରେ କୌଣସି ବସ୍ତୁ ନିଜ ପାଖରେ ରଖାଯାଇପାରେ ଅଥବା କାହାରିଠାରୁ ନିଆଯାଇପାରେ ବା ମଗାଯାଇପାରେ

ଉଦାହରଣ : ସୀତାର ମଧ୍ୟ ଏହି ସମ୍ପତ୍ତିଉପରେ ଅଧିକାର ଅଛି

ସମକକ୍ଷ : ଦଖଲ, ସତ୍ତ୍ୱ, ହକ୍‌

वह अधिकार जिसके आधार पर कोई वस्तु अपने पास रखी अथवा किसी से ली या माँगी जा सकती हो।

सीता का भी इस सम्पत्ति पर अधिकार है।
अख़्तियार, अख्तियार, अधिकार, अधिकृति, इख़्तियार, इख्तियार, इजारा, तहत, दखल, दख़ल, दावा, मालिकाना, स्वत्त्व, स्वत्त्वाधिकार, स्वत्व, स्वत्वाधिकार, हक, हक़

An assertion of a right (as to money or property).

His claim asked for damages.
claim