ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ପ୍ରଦେଶ ବା ସ୍ଥାନର ଚାରି ଦିଗରେ ବିଛାଇ ହୋଇଥିବା ଶେଷ ରେଖା ବା ସ୍ଥାନ
ଉଦାହରଣ : ସୈନ୍ୟମାନେ ଶତ୍ରୁସେନାକୁ ସୀମା ପାରିକୁ ତଡି ଦେଲେ
ସମକକ୍ଷ : ବୋଡର୍, ବୋର୍ଡର, ସରହଦ, ସୀମାରେଖା
किसी प्रदेश या वस्तु के विस्तार की अंतिम सीमा बताने वाली रेखा या घेरा।
A line that indicates a boundary.
ଅର୍ଥ : କୌଣସି ଏକ ନିର୍ଦ୍ଦିଷ୍ଟ ସମୟରୁ ଅନ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେଥିବା କାଳ ବା ସମୟ
ଉଦାହରଣ : ଆମକୁ ଚାରି ଘଣ୍ଟା ଭିତରେ ଏହି କାମ ପୂରା କରିବାକୁ ହେବ
ସମକକ୍ଷ : ଅବଧି, ଭିତରେ, ମିଆଦ
किसी एक नियत समय से दूसरे नियत समय तक के बीच का काल।
An amount of time.
ଅର୍ଥ : ଲମ୍ବା ତଥା ଚଉଡ଼ାର ଶେଷ ଭାଗ
ଉଦାହରଣ : ଆପଣଙ୍କ ଶାଢ଼ୀର କାନିରେ କଣ୍ଟା ପଶିଯାଇଛି
ସମକକ୍ଷ : କାନି, ପଣତ, ପ୍ରାନ୍ତ
अधिक लंबी और कम चौड़ी वस्तु के वे दोनों सिरे जहाँ उसकी चौड़ाई का अंत होता है।
The boundary of a surface.
ଅର୍ଥ : କୌଣସି ପ୍ରଦେଶ ବା ବସ୍ତୁର ଚାରିଆଡ଼େ ବିସ୍ତାରରେ ଶେଷ ରେଖା ବା ସ୍ଥାନ
ଉଦାହରଣ : ଭାରତୀୟ ସୀମାରେ ଜବାନମାନେ ଠିଆ ହୋଇଛନ୍ତି
ସମକକ୍ଷ : ସରହଦ, ସୀମାରେଖା
किसी प्रदेश या स्थान के चारों ओर के विस्तार का अंतिम स्थान या रेखा।
The line or plane indicating the limit or extent of something.
ଅର୍ଥ : ଆନନ୍ଦ, ଦୁଃଖ ଆଦିର ପରିସୀମା
ଉଦାହରଣ : ଏହି ଖବର ଶୁଣିକରି ତାର ଖୁସୀର ସୀମା ରହିଲାନାହିଁ
ସମକକ୍ଷ : ଅନ୍ତ
आनंद, दुःख आदि की परिसीमा।
ଅର୍ଥ : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
ଉଦାହରଣ : କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
ସମକକ୍ଷ : ଅବଧି, ଗଣ୍ଡି, ଚୌହଦି, ଧାର, ପରିସୀମା
जहाँ तक कोई बात या काम हो सकता हो या होना उचित हो।
The point or degree to which something extends.
ଅର୍ଥ : ଯେଉଁ ସ୍ଥାନରେ ସୀମାର ଶେଷ କିମ୍ବା ଅନ୍ତ ହୋଇଥାଏ
ଉଦାହରଣ : ମୋ ଗାଁର ସୀମାନ୍ତ ହେଉଛି ଏହି ନାଳ
ସମକକ୍ଷ : ଅନ୍ତିମସୀମା, ପରିସୀମା
वह स्थान जहाँ किसी देश की सीमा का अंत होता है या उसकी सीमा समाप्त हो जाती है।
The boundary line or the area immediately inside the boundary.
ସଂସ୍ଥାପନ କରନ୍ତୁ