ଅର୍ଥ : କଳା କନାର ଝାଲର ଯାହା ଲୁଗାରେ ଲଗାଯାଇଥାଏ
ଉଦାହରଣ :
ଓଢ଼ଣୀର ଧାର ବହୁତ ଭଲ ଲାଗୁଛି
ଅର୍ଥ : ହତିଆରର ଧାରୁଆ ଧାର
ଉଦାହରଣ :
ଛୁରୀର ଧାର ଖରାପ ହୋଇଯାଇଛି
ଅର୍ଥ : ମଧ୍ୟ ପ୍ରଦେଶର ଏକ ଜିଲ୍ଲା
ଉଦାହରଣ :
ଧାର ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଧାରରେ ଅବସ୍ଥିତ
ସମକକ୍ଷ : ଧାର ଜିଲ୍ଲା
ଅର୍ଥ : ପଗଡ଼ିର ଧାର ଯେଉଁଥିରେ କମକୁଟ କରାଯାଇଥାଏ
ଉଦାହରଣ :
ନବଯୁବକମାନଙ୍କ ପଗଡ଼ିର ଧାର ବହୁତ ସୁନ୍ଦର ଦିଶୁଥିଲା
ଅର୍ଥ : କପଡ଼ାର ଧଡ଼ିରେ ଯେଉଁ ଭାଗରେ ସିଲେଇ କରିବାପାଇଁ ମୋଡ଼ିକରି ଧରାଯାଏ
ଉଦାହରଣ :
ଧଡ଼ି କେଉଁଠି ମୋଟା ତ କେଉଁଠି ପତଳା ହୋଇଯାଇଛି
ସମକକ୍ଷ : ଧଡ଼ି