ଅର୍ଥ : ପଥର, କାଠଆଦିର ସମତଳ ଖଣ୍ଡ ଯାହା ଉପରେଧୋବା ଲୁଗା ସଫା କରେ
ଉଦାହରଣ :
ଧୋବାତୁଠରେ ଲୁଗା ସଫା କରିବା ପାଇଁ ସ୍ଥାନେସ୍ଥାନେ ଗଣ୍ଡି ରଖା ହୋଇଥିଲା
ସମକକ୍ଷ : ପାଟ
ଅର୍ଥ : ବେକରୁ ଅଣ୍ଟା ପର୍ଯ୍ୟନ୍ତ ଶରୀରର ଭାଗ
ଉଦାହରଣ :
ଖଣ୍ଡାର ଗୋଟିଏ ଚୋଟରେ ତା’ ମୁଣ୍ଡ ଗଣ୍ଡିରୁ ଅଲଗା ହୋଇଗଲା
ଅର୍ଥ : ଯେଉଁ ଶରୀରରୁ ମୁଣ୍ଡ କଟାଯାଇଛି
ଉଦାହରଣ :
ଯୁଦ୍ଧଭୂଇଁର ସ୍ଥାନେସ୍ଥାନେ ଶରୀରର ଗଣ୍ଡି ପଡ଼ିଥିଲା
ସମକକ୍ଷ : ମୁଣ୍ଡହୀନ ଶରୀର