ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରାନ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରାନ୍ତ   ବିଶେଷ୍ୟ

ଅର୍ଥ : କୌଣସି ପ୍ରଦେଶରେ ରହୁଥିବା ସମସ୍ତ ଲୋକ

ଉଦାହରଣ : ସମଗ୍ର ରାଜ୍ୟ ଦରଦାମ ବୃଦ୍ଧିର ପ୍ରଭାବରେ ଆକ୍ରାନ୍ତ

ସମକକ୍ଷ : ପ୍ରଦେଶ, ରାଜ୍ୟ

किसी प्रदेश में रहने वाले लोग।

पूरा राज्य महँगाई के कारण परेशान है।
प्रदेश, प्रांत, प्रान्त, राज्य, सूबा

The body of citizens of a state or country.

The Spanish people.
citizenry, people

ଅର୍ଥ : ଲମ୍ବା ତଥା ଚଉଡ଼ାର ଶେଷ ଭାଗ

ଉଦାହରଣ : ଆପଣଙ୍କ ଶାଢ଼ୀର କାନିରେ କଣ୍ଟା ପଶିଯାଇଛି

ସମକକ୍ଷ : କାନି, ପଣତ, ସୀମା

अधिक लंबी और कम चौड़ी वस्तु के वे दोनों सिरे जहाँ उसकी चौड़ाई का अंत होता है।

आपकी साड़ी का छोर काँटे में फँस गया है।
अखीर, किनारा, छोर, सिरा

The boundary of a surface.

border, edge

ଅର୍ଥ : ଜଣେ ଗୋତ୍ରକାର ଋଷି

ଉଦାହରଣ : ପ୍ରାନ୍ତଙ୍କ ବର୍ଣ୍ଣନା ପୁରାଣରେ ମିଳେ

ସମକକ୍ଷ : ପ୍ରାନ୍ତ ଋଷି

एक गोत्रकार ऋषि।

प्रांत का वर्णन पुराणों में मिलता है।
प्रांत, प्रांत ऋषि, प्रान्त, प्रान्त ऋषि

A mentor in spiritual and philosophical topics who is renowned for profound wisdom.

sage